Dictionaries | References

ଅତିଥି

   
Script: Odia

ଅତିଥି

ori.wordnet.indo | Oriya  Oriya |   | 
 noun  ପୂର୍ବରୁ ଆସିବାର ତିଥି, ସମୟଆଦି ନସୂଚାଇ ଅଚାନକ ଘରେ ଆସି ପହଞ୍ଚୁଥିବା କୌଣସି ପ୍ରିୟ ବା ସତ୍କାର ଯୋଗ୍ୟ ବ୍ୟକ୍ତି   Ex. ଅତିଥିମାନଙ୍କ ସତ୍କାର କରିବା ଆମର କର୍ତ୍ତବ୍ୟ କାରଣ ଅତିଥି ହିଁ ଦେବତା
ONTOLOGY:
व्यक्ति (Person)स्तनपायी (Mammal)जन्तु (Fauna)सजीव (Animate)संज्ञा (Noun)
 noun  କୌଣସି ହୋଟେଲ,ପାନ୍ଥଶାଳା ଆଦିର ଗ୍ରାହକ   Ex. ଆମ ହୋଟେଲରେ ଅତିଥିମାନଙ୍କର ବିଶେଷ ଯତ୍ନ ନିଆଯାଏ
ONTOLOGY:
व्यक्ति (Person)स्तनपायी (Mammal)जन्तु (Fauna)सजीव (Animate)संज्ञा (Noun)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP