Dictionaries | References

ସୂତ୍ର

   
Script: Odia

ସୂତ୍ର

ori.wordnet.indo | Oriya  Oriya |   | 
 noun  ସଂକ୍ଷିପ୍ତ ରୂପରେ କୁହାଗଲେବି ଯାହାର ବହୁତ ଗୁଢ଼ ଅର୍ଥ ଥାଏ   Ex. ଗୁରୁଜୀଙ୍କଠାରୁ ମୋତେ ବଞ୍ଚିବାର ସୂତ୍ର ମିଳିଲା
ONTOLOGY:
संज्ञापन (Communication)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
Wordnet:
 noun  ଯେଉଁ ସାଙ୍କେତିକ ପଦ ବା ଶବ୍ଦଦ୍ୱାରା କୌଣସି କାର୍ଯ୍ୟ କରିବାର ମୂଳ ସିଦ୍ଧାନ୍ତ, ପ୍ରକ୍ରିୟାଆଦି ସଂକ୍ଷିପ୍ତ ରୂପେ ନିହିତ ଥାଏ   Ex. ଶକ୍ତି ସଂପର୍କରେ ଆଇଷ୍ଟାଇନଙ୍କ ପ୍ରଦତ୍ତ ସୂତ୍ର ଉଲ୍ଲେଖ କର
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
Wordnet:
kasاوٚصوٗل , فارمُلا
malമൌലിക രചന
mniꯄꯣꯔꯃꯨꯂꯥ
 noun  କୌଣସି କାର୍ଯ୍ୟ ବା ଯୋଜନା ସମ୍ବନ୍ଧିତ ଅନେକ ବିଷୟରୁ କିଛି ଯାହା ସେହି କାର୍ଯ୍ୟ ବା ଯୋଜନା ସଫଳ ହେବାପାଇଁ ଚିନ୍ତା କରାଯାଇଥାଏ   Ex. ଏହି ଯୋଜନାର ଚାରିଟି ସୂତ୍ର ମଧ୍ୟରୁ ଦୁଇଟି ଅତି ଉପଯୋଗୀ ଏବଂ ଆବଶ୍ୟକ
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
Wordnet:
urdاصول , قاعدہ
 noun  ଯାହାଦ୍ୱାରା କିଛି ସୂଚନା ମିଳେ   Ex. ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଯେ କିଛି ପାକିସ୍ଥାନୀ ଗୁପ୍ତଚର ଏହି ସହରରେ ଅଛନ୍ତି
ONTOLOGY:
संज्ञा (Noun)
Wordnet:
urdذرائع , وسائل , منابع , مصادر
 noun  ଯେଉଁ ସମ୍ବନ୍ଧ କାହାରି ପାଇଁ ନିଅଁ ବା ଆଧାର ସଦୃଶ ବା କାହାରିକୁ ନିବିଡ଼ କରାଏ   Ex. ସେମାନେ ଏକ ବନ୍ଧୁତା ସୂତ୍ରରେ ଆବଦ୍ଧ
ONTOLOGY:
ज्ञान (Cognition)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
   see : ସୂତା, ସୁରାକ୍

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP