Dictionaries | References ସ ସୂତ୍ର Script: Odia Meaning Related Words ସୂତ୍ର ori.wordnet.indo | Oriya Oriya Rate this meaning Thank you! 👍 noun ସଂକ୍ଷିପ୍ତ ରୂପରେ କୁହାଗଲେବି ଯାହାର ବହୁତ ଗୁଢ଼ ଅର୍ଥ ଥାଏ Ex. ଗୁରୁଜୀଙ୍କଠାରୁ ମୋତେ ବଞ୍ଚିବାର ସୂତ୍ର ମିଳିଲା ONTOLOGY:संज्ञापन (Communication) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ଉପାୟWordnet:benসূত্র hinसूत्र kasکہاوت kokसुत्र malസൂത്രവാക്യം mniꯐꯣꯔꯃꯨꯂꯥ panਸੂਤਰ tamசூத்திரம் telసూత్రం urdسلیقہ , ڈھنگ , طریقہ noun ଯେଉଁ ସାଙ୍କେତିକ ପଦ ବା ଶବ୍ଦଦ୍ୱାରା କୌଣସି କାର୍ଯ୍ୟ କରିବାର ମୂଳ ସିଦ୍ଧାନ୍ତ, ପ୍ରକ୍ରିୟାଆଦି ସଂକ୍ଷିପ୍ତ ରୂପେ ନିହିତ ଥାଏ Ex. ଶକ୍ତି ସଂପର୍କରେ ଆଇଷ୍ଟାଇନଙ୍କ ପ୍ରଦତ୍ତ ସୂତ୍ର ଉଲ୍ଲେଖ କର ONTOLOGY:मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)Wordnet:bdखान्थि kasاوٚصوٗل , فارمُلا malമൌലിക രചന marसूत्र mniꯄꯣꯔꯃꯨꯂꯥ sanसूत्रम् urdاصول noun କୌଣସି କାର୍ଯ୍ୟ ବା ଯୋଜନା ସମ୍ବନ୍ଧିତ ଅନେକ ବିଷୟରୁ କିଛି ଯାହା ସେହି କାର୍ଯ୍ୟ ବା ଯୋଜନା ସଫଳ ହେବାପାଇଁ ଚିନ୍ତା କରାଯାଇଥାଏ Ex. ଏହି ଯୋଜନାର ଚାରିଟି ସୂତ୍ର ମଧ୍ୟରୁ ଦୁଇଟି ଅତି ଉପଯୋଗୀ ଏବଂ ଆବଶ୍ୟକ ONTOLOGY:मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)Wordnet:telసూత్రం urdاصول , قاعدہ noun ଯାହାଦ୍ୱାରା କିଛି ସୂଚନା ମିଳେ Ex. ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଯେ କିଛି ପାକିସ୍ଥାନୀ ଗୁପ୍ତଚର ଏହି ସହରରେ ଅଛନ୍ତି ONTOLOGY:संज्ञा (Noun)Wordnet:asmসূত্র bdसुलुं kasذٔریعہ nepसूत्र urdذرائع , وسائل , منابع , مصادر noun ଯେଉଁ ସମ୍ବନ୍ଧ କାହାରି ପାଇଁ ନିଅଁ ବା ଆଧାର ସଦୃଶ ବା କାହାରିକୁ ନିବିଡ଼ କରାଏ Ex. ସେମାନେ ଏକ ବନ୍ଧୁତା ସୂତ୍ରରେ ଆବଦ୍ଧ ONTOLOGY:ज्ञान (Cognition) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ଆଧାରWordnet:kasبُنیاد , ژوٚک urdبنیاد See : ସୂତା, ସୁରାକ୍ Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP