Dictionaries | References

ଶାଖା

   
Script: Odia

ଶାଖା

ori.wordnet.indo | Oriya  Oriya |   | 
 noun  ଶାଖାରୁ ବାହାରିଥିବା ଛୋଟ ଶାଖା   Ex. ସେ ଗଛର ଏକ ଶାଖା ଭାଙ୍ଗିଦେଲା
HYPONYMY:
ONTOLOGY:
भाग (Part of)संज्ञा (Noun)
Wordnet:
bdगोर्लै दालाय
malകൊമ്പു്‌
mniꯎꯁꯥ꯭ꯃꯆꯥ
urdٹہنی , ڈالی , پتلی شاخ
 noun  ଗଛଆଦିର କାଣ୍ଡରେ ଏଣେତେଣେ ବାହାରିଥିବା ଅଙ୍ଗ   Ex. ପିଲାମାନେ ଆମ୍ବ ଗଛ ଶାଖାରେ ଝୁଲୁଛନ୍ତି
HOLO COMPONENT OBJECT:
HYPONYMY:
ଶାଖା ବେତ
MERO COMPONENT OBJECT:
ONTOLOGY:
भाग (Part of)संज्ञा (Noun)
SYNONYM:
Wordnet:
malമരക്കൊമ്പു്‌
mniꯨꯎꯁꯥ
urdشاخ , ڈال , ٹہنی , ڈالی
 noun  କୌଣସି ବିଷୟ ବା ସିଦ୍ଧାନ୍ତ ସମ୍ପର୍କରେ ଏକ ବିଚାର ବା ମତ ଦେଉଥିବା ଲୋକମାନଙ୍କ ବର୍ଗ   Ex. ଜୈନଧର୍ମ ଅନ୍ତର୍ଗତ ଦୁଇଟି ଶାଖା ଦିଗମ୍ବର ଏବଂ ଶ୍ୱେତାମ୍ବର ନାମରେ ପରିଚିତ
ONTOLOGY:
समूह (Group)संज्ञा (Noun)
Wordnet:
kasشاخ
mniDꯔꯝꯒꯤ꯭ꯀꯥꯡꯕꯨ
urdطبقہ , شعبہ , شاخ
 noun  କୌଣସି ବର୍ଗର ଯେଉଁ ଭାଗ ବା ଅଂଶଟି ସ୍ୱୟଂସମ୍ପୂର୍ଣ୍ଣ ଥାଏ   Ex. ଏହି ସଂସ୍ଥାର ପାଞ୍ଚୋଟି ଶାଖା ଅଛି
HYPONYMY:
ବିଷୟ ଡୀଅକ୍ସୀଏଡ଼ିନୋସିନ ମନୋଫସ୍ଫେଟ ଏଡ଼େନିନ ଉଷ୍ମାଗତିକୀ ବାୟୁଗତିକୀ ଇଲେକଟ୍ରୋନିକ୍‌ସ କାରକ ଉପାଦାନ
ONTOLOGY:
भाग (Part of)संज्ञा (Noun)
 noun  ମୁଖ୍ୟଧାରାରେ ମିଶିଥିବା ବା ମୁଖ୍ୟଧାରାରୁ ବାହାରିଥିବା ଧାରା   Ex. ପ୍ରତ୍ୟେକ ବଡ଼ନଦୀର କିଛି ଶାଖା ଥାଏ
ONTOLOGY:
प्राकृतिक वस्तु (Natural Object)वस्तु (Object)निर्जीव (Inanimate)संज्ञा (Noun)
Wordnet:
   see : ସଂପ୍ରଦାୟ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP