Dictionaries | References

ରିହାତି

   
Script: Odia

ରିହାତି

ori.wordnet.indo | Oriya  Oriya |   | 
 noun  ଯାହା କରିବା ବା ନେବା ଉଚିତ୍‌ ହେଉଛି ତା’ ଠାରୁ ନିଆଯାଉଥିବା କମ୍ ପରିମାଣ   Ex. ଏହି ଦୋକାନରେ ସବୁ ଜିନିଷ ରିହାତିରେ ମିଳିଥାଏ
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
 noun  ସାଧାରଣ ଲୋକଙ୍କ କଲ୍ୟାଣପାଇଁ ସରକାରଙ୍କ ତରଫରୁ ଦିଆଯାଉଥିବା ଅନୁଦାନ   Ex. କିରୋସିନି,ପେଟ୍ରୋଲ,ଡିଜେଲ ଆଦି ଉପରେ ରିହାତି ମିଳୁଛି
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
 noun  ପରିଶୋଧ କରା ଯାଇଥିବା ରାଶିର କିଛି ଭାଗ ଫେରସ୍ତ   Ex. ଏହି ଯୋଜନା ନିୟମ ଅନୁସାରେ କିଣିଲେ ଆପଣଙ୍କୁ ରିହାତି ସଙ୍ଗେସଙ୍ଗେ ଫେରସ୍ତ ଦିଆଯିବ
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP