Dictionaries | References

ଯାଯାବର

   
Script: Odia

ଯାଯାବର

ori.wordnet.indo | Oriya  Oriya |   | 
 adjective  ଗୋଟିଏ ସ୍ଥାନରେ ସବୁବେଳେ ରହୁନଥିବା   Ex. ଯୋଗେନ୍ଦ୍ର ଏଠାରେ ସ୍ଥାୟୀ ନୁହେଁ, ଜଣେ ଯାଯାବର ବ୍ୟକ୍ତି
MODIFIES NOUN:
ONTOLOGY:
गुणसूचक (Qualitative)विवरणात्मक (Descriptive)विशेषण (Adjective)
 adjective  ଯାହାର ରହିବା ବା ବସବାସର ନିଶ୍ଚିତ ସ୍ଥାନ ନଥାଏ   Ex. ଭାରତରେ ଆଜି ମଧ୍ୟ କେତେକ ଯାଯାବର ଜାତି ଦେଖିବାକୁ ମିଳନ୍ତି
ONTOLOGY:
अवस्थासूचक (Stative)विवरणात्मक (Descriptive)विशेषण (Adjective)
Wordnet:
kasخانہٕ بَدوش
mniꯃꯌꯨꯝ ꯃꯀꯩ꯭ꯂꯩꯇꯕ
urdخانہ بدوش , بنجارا , آوارہ , بےٹھکانہ , بے خانماں , بے آسرا ,
 noun  ଯେଉଁ ଲୋକମାନଙ୍କର କୌଣସି ସ୍ଥାୟୀ ନିବାସ ନଥାଏ ଏବଂ ସେହି କାରଣରୁ ସେମାନେ ସଦାବେଳେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଭ୍ରମଣ କରିଥାନ୍ତି   Ex. ସଡ଼କ ପାଖରେ ଯାଯାବର ନିଜର ଡେରା ପକେଇଛନ୍ତି
ONTOLOGY:
व्यक्ति (Person)स्तनपायी (Mammal)जन्तु (Fauna)सजीव (Animate)संज्ञा (Noun)
Wordnet:
bdन गैजारङि
mniꯃꯌꯨꯝ ꯃꯀꯩ꯭ꯂꯩꯖꯗꯕ꯭ꯃꯤꯑꯣꯏꯁꯤꯡ
urdخانہ بدوش , بنجارا , آوارہ , بے ٹھکانہ
 noun  ଯେ ବହୁତ ବୁଲେ   Ex. ବୁଲିବାକୁ ଚାହୁଁଛ ତ ଯାଯାବରଙ୍କ ଦଳରେ ସାମିଲ ହୋଇଯାଅ
ONTOLOGY:
व्यक्ति (Person)स्तनपायी (Mammal)जन्तु (Fauna)सजीव (Animate)संज्ञा (Noun)
   see : ବୁଲା

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP