Dictionaries | References

ବିନ୍ୟାସ

   
Script: Odia

ବିନ୍ୟାସ

ori.wordnet.indo | Oriya  Oriya |   | 
 noun  କୌଣସି ଜିନିଷର ଯଥାସ୍ଥାନ ବା ଠିକ କ୍ରମରେ ରହିବାର ଅବସ୍ଥା   Ex. ମେଜଉପରେ ରଖା ହୋଇଥିବା ପୁଷ୍ପଗୁଚ୍ଛର ପୁଷ୍ପ ବିନ୍ୟାସ ବହୁତ ସୁନ୍ଦର
ONTOLOGY:
अवस्थासूचक (Stative)विवरणात्मक (Descriptive)विशेषण (Adjective)
 noun  ଲୋକ ବା ବସ୍ତୁମାନଙ୍କର ବ୍ୟବସ୍ଥା ବା କ୍ରମ ଯାହା ଗୋଟିଏ ଏକକ ରୂପରେ ଅଛି   Ex. ସୁରକ୍ଷାତ୍ମକ ବିନ୍ୟାସର ଭେଦ ପାଇବା ସହଜ ନୁହେଁ
ONTOLOGY:
अवस्था (State)संज्ञा (Noun)
   see : ସଜ୍ଜା

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP