Dictionaries | References

ବାଣ

   
Script: Odia

ବାଣ

ori.wordnet.indo | Oriya  Oriya |   | 
 noun  ଧାତୁଆଦିରେ ବନା ହୋଇଥିବା ଏକ ପତଳା ଲମ୍ବା ହତିଆର ଯାହା ଧନୁଦ୍ୱାରା ଚଳାଯାଇଥାଏ   Ex. ବାଣ ବାଜିବାରୁ ପକ୍ଷୀଟି ଛଟପଟ ହେବାକୁ ଲାଗିଲା
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
Wordnet:
malഅംബു്‌
mniꯇꯦꯟ
urdتیر , خدنگ , ناؤک , بان , شہتیر , مستول
 noun  ବାରୁଦ, ଗନ୍ଧକ, ଏକ ପ୍ରକାର କ୍ଷାର ଆଦି ମିଶ୍ରଣରେ ତିଆରି ହେଉଥିବା ଚକ୍ର, ଅନାର, ଫୋଟକା ଯାହାକୁ ଜଳେଇଲା ପରେ ରଙ୍ଗବେରଙ୍ଗ ନିଆଁ ବାହାରେଶବ୍ଦ ମଧ୍ୟ ହୁଏ   Ex. ଆମେ ଦିପାବଳୀ ଦିନ ବାଣ ଫୁଟାଉ
ATTRIBUTES:
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
Wordnet:
 noun  ଯେଉଁ ବାଣ ଫୁଟିଲେ ବହୁତ ଜୋରରେ ଶବ୍ଦ ହୁଏ   Ex. ଦୀପାବଳୀରେ ଅନେକ ବାଣ ଫୁଟାଗଲା
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
 noun  ଏକ ପ୍ରକାର ଆତଶବାଜୀ   Ex. ସେ ଦୁଇ ପ୍ୟାକେଟ୍ ବାଣ କିଣିଲା
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
 noun  ରାମଙ୍କ ପୂର୍ବଜ ଥିବା ଇକ୍ଷ୍ବାକୁ ବଂଶର ଜଣେ ରାଜା   Ex. ବାଣ ବିକୁକ୍ଷିଙ୍କ ପୁତ୍ର ଥିଲେ
ONTOLOGY:
पौराणिक जीव (Mythological Character)जन्तु (Fauna)सजीव (Animate)संज्ञा (Noun)
Wordnet:
   see : ଦାମ୍‌, ଦର

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP