Dictionaries | References

ପ୍ରରୋଚନା

   
Script: Odia

ପ୍ରରୋଚନା

ori.wordnet.indo | Oriya  Oriya |   | 
 noun  ଉତ୍ତେଜିତକରିବା ବା ଉତ୍ତେଜନା କରିବାର ପ୍ରକ୍ରିୟା ବା ଭାବ   Ex. ମୋହନ ରାମର ପ୍ରରୋଚନାରେ ସୋହନ ସହିତ କଳି ଆରମ୍ଭ କରିଦେଲା
ONTOLOGY:
शारीरिक कार्य (Physical)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
hinशह
tamசதுரங்கத்தில் ராஜா கட்டப்படும் நிலையிருத்தலால்
urdشہ
 noun  କୁମାର୍ଗରେ ପ୍ରରୋଚିତ କରିବା ବା ଉସୁକେଇବାର ପ୍ରକ୍ରିୟା   Ex. ଖରାପ ସାଙ୍ଗଙ୍କ ପ୍ରରୋଚନାରେ ପଡ଼ି ରାମ ଚୋରି କଲା
ONTOLOGY:
संप्रेषण (Communication)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
 noun  ପ୍ରରୋଚନର କ୍ରିୟା ବା ଭାବ   Ex. ନେତାମାନଙ୍କ ପ୍ରରୋଚନାରେ ଆସି କେତେକ ଲୋକ ନିଜନିଜ ମଧ୍ୟରେ ସଂଘର୍ଷ କଲେ
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP