Dictionaries | References ପ ପୁଡ଼ିଆ Script: Odia Meaning Related Words ପୁଡ଼ିଆ ori.wordnet.indo | Oriya Oriya Rate this meaning Thank you! 👍 noun କାଗଜକୁ ଭାଙ୍ଗି ବା ମୋଡ଼ି ତିଆରି କରାଯାଇଥିବା ଏକ ପାତ୍ରଭଳି ବସ୍ତୁ ଯେଉଁଥିରେ କିଛି ବସ୍ତୁ ରଖାଯାଏ Ex. ଏହି ପୁଡ଼ିଆରେ ଲାଲ୍ ରଙ୍ଗ ଅଛି ONTOLOGY:मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)Wordnet:benপুড়িয়া gujપડીકું hinपुड़िया kanಪೊಟ್ಟಣ kokपुडी marपुडी tamசிறு பொட்டலம் urdپڑیا , پوٹلی noun ଟିକିଟିକି କରି କଟାଯାଇଥିବା ଗୁଆ, ଅଳେଇଚ, ଭଜା ଧନିଆ, ଅତିଛୋଟ ନଡ଼ିଆ ଖଣ୍ଡ, ତରଭୁଜ ତଥା ବାଦାମର ମଞ୍ଜିକୁ ମିଶେଇ ପ୍ରସ୍ତୁତ କରାଯାଇଥିବା ଏକ ମସଲା Ex. କିଛି ଲୋକ ପାନ ପରିବର୍ତ୍ତେ ପୁଡ଼ିଆ ଖାଆନ୍ତି ONTOLOGY:समूह (Group) ➜ संज्ञा (Noun) SYNONYM:ଗୁଟୁଖାWordnet:benগোটা gujમીઠો મસાલો telతమలబీడాలో వేయు మసాలా urdگوٹا Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP