Dictionaries | References

ପିଆଇବା

   
Script: Odia

ପିଆଇବା

ori.wordnet.indo | Oriya  Oriya |   | 
 verb  କାହାରିକୁ ପିଇବା ନିମନ୍ତେ ପ୍ରବୃତ୍ତ କରିବା   Ex. ମାଆ ପିଲାକୁ ଦୁଧ ପିଆଉଛନ୍ତି
ONTOLOGY:
कार्यसूचक (Act)कर्मसूचक क्रिया (Verb of Action)क्रिया (Verb)
 verb  ପିଇବାକୁ ଦେବା   Ex. ମୋ ସ୍ତ୍ରୀ ପାତ୍ରରେ ପାଣି ପିଆଏ
HYPERNYMY:
ONTOLOGY:
कार्यसूचक (Act)कर्मसूचक क्रिया (Verb of Action)क्रिया (Verb)
 noun  କୌଣସି ତରଳ ପଦାର୍ଥକୁ କୌଣସି ବସ୍ତୁରେ ଢାଳିବା ବା ଲଗାଇବା କ୍ରିୟା ଯାହା ଫଳରେ ତାହା ସେହି ବସ୍ତୁର ତଳେଥିବା କଣା ବା ସନ୍ଧିଗୁଡ଼ିକରେ ରହି ଯାଏ   Ex. ରାଉତ ଲାଠିକୁ ତେଲ ପିଆଇବା ପରେ ଦୁଧ ଦୁହିଁବାକୁ ଚାଲିଗଲା
ONTOLOGY:
कर्मसूचक क्रिया (Verb of Action)क्रिया (Verb)
Wordnet:
malതേച്ച് പിടിപ്പിക്കൽ
 verb  ପିଇବାକାମ ଅନ୍ୟ କାହାଦ୍ୱାରା କରାଇବା   Ex. ମାଲିକାଣୀ ତାଙ୍କ ପିଲାକୁ ଆୟାଦ୍ୱାରା ଦୁଧ ପିଆନ୍ତି
ONTOLOGY:
प्रेरणार्थक क्रिया (causative verb)क्रिया (Verb)
 noun  ପିଆଇବା କାମ   Ex. ଧାଈ ପିଲାକୁ ଦୁଧ ପିଆଇବା ପରେ ଘରକୁ ଯିବାକୁ ଚାହୁଁଛି
ONTOLOGY:
शारीरिक कार्य (Physical)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP