Dictionaries | References

ପାଲ

   
Script: Odia

ପାଲ

ori.wordnet.indo | Oriya  Oriya |   | 
 noun  ଏକ ପ୍ରକାର ଚିକ୍କଣିଆ ମୋଟା କପଡ଼ା ଯାହା ଖରାବର୍ଷା ଦାଉରୁ ଜିନିଷପତ୍ରକୁ ରକ୍ଷାକରିବାପାଇଁ ତା ଉପରେ ପକାଯାଏ ବା ଟଣାଯାଏ   Ex. ଖଳାରେ ଶସ୍ୟଉପରେ ପାଲ ଢାଙ୍କିକି ରଖ
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
 noun  ପବନର ଚାପ ସୃଷ୍ଟିପାଇଁ ନୌକାର ମାସ୍ତୁଲରେ ବନ୍ଧା ଯାଉଥିବା ଏକ ଲମ୍ବା ଚୌଡ଼ା କନା   Ex. ହଠାତ୍ ତୋଫାନ ଆସିବାରୁ ନୌକାର କମଜୋର ପାଲ ଫାଟିଗଲା
HOLO COMPONENT OBJECT:
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
 noun  ଯେଉଁ ଲୁଗାରେ ଗାଡ଼ି ବା ପାଲଙ୍କି ଢଙ୍କା ଯାଏ   Ex. ପାଲଙ୍କି ଭିତରେ ବସି କନ୍ୟା ପାଲ ଟେକି ବାହାରକୁ ଉଙ୍କିମାରୁଥିଲା
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
Wordnet:
kanಪಲ್ಲಕ್ಕಿಯ ಮೇಲಿನ ಅಚ್ಛಾದನ
kasپال
tamபல்லக்குத் திரை
urdپال
   see : ଛାମୁଣ୍ଡିଆ, ଘୋଡ଼ଣୀ, ତମ୍ବୁ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP