Dictionaries | References ପ ପରୀକ୍ଷା Script: Odia Meaning Related Words ପରୀକ୍ଷା ori.wordnet.indo | Oriya Oriya Rate this meaning Thank you! 👍 noun ଯୋଗ୍ୟତା, ବିଶେଷତା, ସାମର୍ଥ୍ୟ ଗୁଣଆଦି ଜାଣିବା ନିମନ୍ତେ ଭଲ ଭାବେ ଦେଖିବା ବା ପରଖିବା କ୍ରିୟା ବା ଭାବ Ex. ସମର୍ଥ ଗୁରୁ ରାମଦାସ ଶିଷ୍ୟର ପରୀକ୍ଷା ନେବା ନିମନ୍ତେ ତାଙ୍କୁ ବାଘୁଣୀର ଦୁଧ ମାଗିଲେ/ସେ ସବୁ ପରୀକ୍ଷାରେ ସଫଳତା ସହକାରେ ଉତ୍ତୀର୍ଣ୍ଣ ହେଲା HYPONYMY:ଅଗ୍ନି ପରୀକ୍ଷା ବିବେଚନା କଠିନ ପରୀକ୍ଷା ସତ୍ୟପରୀକ୍ଷା ONTOLOGY:कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ପରଖ ଯାଞ୍ଚWordnet:asmপৰীক্ষা bdआनजाद benপরীক্ষা gujપરખ hinपरीक्षा kanಪರೀಕ್ಷೆ kasآزمٲیِش , اِمتِحان kokपरिक्षा malപരിശോധന marपरीक्षा mniꯆꯥꯡꯌꯦꯡ nepपरीक्षा panਪ੍ਰੀਖਿਆ tamசோதனை telపరీక్ష urdامتحان , آزمائش , جانچ , پرکھ , کسوٹی noun କାହାର ଯୋଗ୍ୟତା ବା ଜ୍ଞାନକୁ ପରୀକ୍ଷା କରିବାପାଇଁ ତାକୁ ପ୍ରଶ୍ନ ପଚାରିବାର କ୍ରିୟା ଯାହକୁ ଆଧାରକରି ତାକୁ ଉତ୍ତୀର୍ଣ୍ଣ ବା ଅନୁତ୍ତୀର୍ଣ୍ଣ କରାଯାଏ Ex. ରାମ ଦଶମ ଶ୍ରେଣୀ ପରୀକ୍ଷା ପାସ୍ କରିବାପାଇଁ ବହୁତ ପରିଶ୍ରମ କରୁଛି ONTOLOGY:कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)Wordnet:asmপৰীক্ষা bdआनजाद gujપરીક્ષા hinपरीक्षा kanಪರೀಕ್ಷೆ kasامتحان malപരീക്ഷ mniꯆꯥꯡꯌꯦꯡ tamதேர்வு telపరీక్ష urdامتحان , آزمائش noun କୌଣସି ବସ୍ତୁର ଗୁଣ,ଦୋଷଆଦି ଅନୁଭବ କରିବା ନିମନ୍ତେ ହେଉଥିବା ପ୍ରୟୋଗ Ex. ଦଉଡ଼ି ଟଣା ବଳକଷା ପରୀକ୍ଷାର ଖେଳ HYPONYMY:ପରୀକ୍ଷା ONTOLOGY:कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)Wordnet:bdसुनायनाय gujઅખતરો hinआजमाइश kasآزمٲیِش malപരീക്ഷണം mnivꯆꯥꯡ꯭ꯌꯦꯡꯕ꯭ꯆꯥꯡ꯭ꯌꯦꯡꯅꯕ nepशक्ति परीक्षा panਅਜਮਾਇਸ਼ sanपरीक्षा telపరీక్ష urdآزمائش , امتحان noun ପରୀକ୍ଷା ନେବା, ପରଖିବା କିମ୍ବା ଯାଞ୍ଚ କରିବା କାମ Ex. ଜଣେ ଜ୍ୟୋତିଷ ମୋର ଜନ୍ମକୁଣ୍ଡଳୀକୁ ପରୀକ୍ଷା କଲେ HYPONYMY:ପରୀକ୍ଷଣ ଶବବ୍ୟବଛେଦ ରସସାମ୍ୟ ପରୀକ୍ଷା ମାନସିକ ପରୀକ୍ଷା ONTOLOGY:कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ଯାଞ୍ଚWordnet:asmপৰীক্ষণ bdआन्जाद नायनाय benযাচাই gujપરિક્ષણ hinपरीक्षण kanಪರೀಕ್ಷಿಸುವುದು kasپَرکُھن kokनियाळ marतपासणी nepपरीक्षण panਨਰੀਖਣ tamபரிசோதிக்க telపరిశీలన urdجائزہ , معائنہ , امتحان noun ଚିକିତ୍ସକଙ୍କର ରୋଗୀକୁ ପରୀକ୍ଷା କରି ରୋଗର ଭଲମନ୍ଦ ଯାଞ୍ଚ କରିବା ପ୍ରକ୍ରିୟା Ex. ଏହି ରୋଗୀକୁ ଜଣେ ବଡ ଚିକିତ୍ସକଙ୍କ ଦ୍ୱାରା ପରୀକ୍ଷା କରାଇବା ଦରକାର ONTOLOGY:कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ଡାକ୍ତରୀ ପରୀକ୍ଷା ଯାଞ୍ଚWordnet:kasجانٛچ mniꯊꯤꯖꯤꯟ ꯍꯨꯝꯖꯤꯟꯕꯒꯤ꯭ꯊꯕꯛ sanपरीक्षणम् tamமருத்துவப் பரிசோதனை telపరిక్ష urdجانچ noun କୌଣସି ରୋଗର କାରଣ ଜାଣିବା ପାଇଁ ଶାରିରୀକ ଦ୍ରବ୍ୟକୁ ପରୀକ୍ଷା କରିବାର ପ୍ରକ୍ରିୟା Ex. ମୋତେ ରକ୍ତ ପରୀକ୍ଷା କରାଇବାକୁ ପଡ଼ିବ ONTOLOGY:कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ପରୀକ୍ଷଣ ଯାଞ୍ଚWordnet:hinजाँच kanಪರೀಕ್ಷೆ kasٹٮ۪سٹہٕ panਜਾਂਚ sanपरीक्षा telపరీక్ష See : ମାନସିକ ପରୀକ୍ଷା Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP