Dictionaries | References

ପରୀକ୍ଷା କରିବା

   
Script: Odia

ପରୀକ୍ଷା କରିବା

ori.wordnet.indo | Oriya  Oriya |   | 
 verb  କୌଣସି ବସ୍ତୁ, ବ୍ୟକ୍ତିଆଦିର କାମକରିବାରେ ଯୋଗ୍ୟତା ଅଛି କି ନାହିଁ ଜାଣିବାପାଇଁ ପରୀକ୍ଷା କରିବା   Ex. ଏହି ଛୋଟ କାମ୍‌ ଜରିଆରେ ମୁଁ ତାକୁ ପରୀକ୍ଷା କରୁଛି କି ସେ ମୋ କାମପାଇଁ ଯୋଗ୍ୟ କି ନୁହେଁ
ONTOLOGY:
कर्मसूचक क्रिया (Verb of Action)क्रिया (Verb)
 verb  ଯୋଗ୍ୟତା, ବେଶେଷତା, ସାମର୍ଥ୍ୟ, ଗୁଣଆଦି ଜାଣିବାପାଇଁ ଶୋଧ ସମ୍ବନ୍ଧୀୟ କାମ କରିବା ବା କିଛି ବିଶେଷ କାମ କରିବା   Ex. ବଣିଆ ସୁନାର ଶୁଦ୍ଧତା ପରୀକ୍ଷା କରେ
ONTOLOGY:
कर्मसूचक क्रिया (Verb of Action)क्रिया (Verb)
 verb  ଚିକିତ୍ସକଙ୍କର ଜଣେ ବ୍ୟକ୍ତିର ରୋଗ ବା ତାର କାରଣ ନିର୍ଣ୍ଣୟ କରିବା   Ex. ଚିକିତ୍ସକ ଶୋଇଥିବା ରୋଗୀକୁ ପରୀକ୍ଷା କରୁଛନ୍ତି
ONTOLOGY:
कर्मसूचक क्रिया (Verb of Action)क्रिया (Verb)
Wordnet:
kasسِکریٖن ٹیسٹ , مُعانہٕ کَرُن
urdجانچنا , جانچ کرنا
 verb  କୌଣସି ରୋଗର କାରଣ ଜାଣିବା ପାଇଁ କୌଣସି ଶାରିରୀକ ଦ୍ରବ୍ୟକୁ କୌଣସି ଯନ୍ତ୍ର ବା ରାସାୟନିକ ପ୍ରକ୍ରିୟା ଦ୍ୱାରା ଅବଲୋକନ କରିବା   Ex. ଚିକିତ୍ସକ ପ୍ରୟୋଗଶାଳାରେ ରକ୍ତ ପରୀକ୍ଷା କରୁଛନ୍ତି
ONTOLOGY:
कर्मसूचक क्रिया (Verb of Action)क्रिया (Verb)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP