Dictionaries | References

ପରୀକ୍ଷା କରାଇବା

   
Script: Odia

ପରୀକ୍ଷା କରାଇବା

ori.wordnet.indo | Oriya  Oriya |   | 
 verb  ପରଖିବା ବା ଜାଞ୍ଚ କରିବାର କାମ ଅନ୍ୟ କାହାଦ୍ୱାରା କରାଇବା   Ex. ଆମେ ସୁନାଗହଣାର ଶୁଦ୍ଧତା ବଣିଆଦ୍ୱାରା ପରୀକ୍ଷା କରାଉ
ONTOLOGY:
कर्मसूचक क्रिया (Verb of Action)क्रिया (Verb)
SYNONYM:
ଜାଞ୍ଚ କରାଇବା
 verb  ଅନ୍ୟ କାହାଦ୍ୱାରା ମୂଲ୍ୟାୟନ କରାଇବା   Ex. ଯନ୍ତ୍ରଣାରେ ପୀଡ଼ିତ ଜେଜେମା ତାଙ୍କ ଆଣ୍ଠୁ ପରୀକ୍ଷା କରେଇଲେ
ONTOLOGY:
प्रेरणार्थक क्रिया (causative verb)क्रिया (Verb)
 verb  କୌଣସି ପରୀକ୍ଷଣଦେଇ ଗତିକରିବା   Ex. ଆପଣ ପ୍ରଥମେ କୌଣସି ଭଲ ଚିକିତ୍ସକଙ୍କଦ୍ୱାରା ଭଲଭାବେ ଆପଣଙ୍କ ପରୀକ୍ଷା କରାନ୍ତୁ
ONTOLOGY:
कर्मसूचक क्रिया (Verb of Action)क्रिया (Verb)
 verb  କାହାରିକୁ ଉତ୍ତୀର୍ଣ୍ଣ ବା ଅନୁତ୍ତୀର୍ଣ୍ଣ କରିବା ନିମନ୍ତେ ତାର ଯୋଗ୍ୟତା ବା ଜ୍ଞାନକୁ ପରଖିବାପାଇଁ ତାକୁ ପ୍ରଶ୍ନ ପଚାରିବା   Ex. ଅଧ୍ୟାପକ ଗଣିତ ପରୀକ୍ଷା କରାଉଛନ୍ତି
ONTOLOGY:
ऐच्छिक क्रिया (Verbs of Volition)क्रिया (Verb)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP