Dictionaries | References

ପଥର

   
Script: Odia

ପଥର

ori.wordnet.indo | Oriya  Oriya |   | 
 noun  ପୃଥିବୀର ସ୍ତରମାନଙ୍କ ମଧ୍ୟରେ ସେ କଠୋର ପିଣ୍ଡ ବା ଖଣ୍ଡ ଯାହା ଚୂନ, ବାଲିଆଦି ଜମିବା ଫଳରେ ତିଆରି ହୋଇଥାଏ   Ex. ମୂର୍ତ୍ତିକାର ପଥରର ମୂର୍ତ୍ତି ତିଆରି କରୁଛନ୍ତି
HOLO PORTION MASS:
ONTOLOGY:
प्राकृतिक वस्तु (Natural Object)वस्तु (Object)निर्जीव (Inanimate)संज्ञा (Noun)
 noun  ଗୃହନିର୍ମାଣ ସାମଗ୍ରୀ ରୂପେ ବ୍ୟବହୃତ ହେଉଥିବା ଯେଉଁ ନିର୍ଦ୍ଦିଷ୍ଟ ଆକାରର ଶିଳାଖଣ୍ଡ କୌଣସି ବିଶେଷ ଉଦ୍ଦେଶ୍ୟରେ ତିଆରି ହୋଇଥାଏ   Ex. ଏହି ଭବନର କାନ୍ଥଗୁଡ଼ିକ ଶଙ୍ଖ ମଲମଲ ପଥରରେ ତିଆରି ହୋଇଛି
HYPONYMY:
ମାଇଲଖୁଣ୍ଟ ଇମାରତୀ ପଥର
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP