Dictionaries | References

ଶାଣ ପଥର

   
Script: Odia

ଶାଣ ପଥର

ori.wordnet.indo | Oriya  Oriya |   | 
 noun  ଯେଉଁ ପଥରରେ ଛୁରୀଆଦିକୁ ଶାଣଦିଆଯାଏ   Ex. କ୍ଷୁରରେ ଧାର ଦେବାପାଇଁ ହଜ୍ଜାମ ସବୁବେଳେ ନିଜ ନିକଟରେ ଶାଣ ପଥର ରଖିଥାଏ
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
 noun  ହତିଆର ଧାର କରିବାପାଇଁ ବ୍ୟବହାର କରାଯାଉଥିବା ଏକ ପ୍ରକାର ଶାଣ ପଥର   Ex. ସେ ଶାଣ ପଥରରେ ହତିଆର ଧାର କରୁଛି
ONTOLOGY:
प्राकृतिक वस्तु (Natural Object)वस्तु (Object)निर्जीव (Inanimate)संज्ञा (Noun)
 noun  ଯେଉଁ ପଥର ଉପରେ ହତିଆର ଆଦି ଘଷି ଧାର କରାଯାଏ   Ex. ରାମ ଚାକୁକୁ ଶାଣରେ ଘଷି ଧାର କରୁଛି
ONTOLOGY:
वस्तु (Object)निर्जीव (Inanimate)संज्ञा (Noun)
   see : ଧାରପଥର

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP