ଯାହାର ସମୟ ବିତିଗଲାଣି ତାକୁ ପୁଣି ଭବିଷ୍ୟତ ପାଇଁ ବୈଧ ବା ନିୟମିତ କରିବାର କ୍ରିୟା
Ex. ମୁଁ ନିଜ ପରିଚୟ ପତ୍ର ନବୀକରଣ ନିମନ୍ତେ ଦେଇଦେଇଛି
ONTOLOGY:
कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
asmনবীকৰণ
bdगोदान खालामफिननाय
benনবীকরণ
gujનવીનીકરણ
hinनवीनीकरण
kanನವೀಕರಣ
kasبدلاو
kokनविनीकरण
malപുതുക്കല്
marनूतनीकरण
mniꯅꯧꯊꯣꯍꯟꯕ
panਨਵੀਨੀਕਰਨ
sanनूतनीकरणम्
tamபுதுபித்தல்
telపునఃప్రారంభము
urdتجدیدکاری
ପୁନର୍ବାର ନୂଆରୂପରେ ଆଣିବା ପ୍ରକ୍ରିୟା
Ex. ଆମ ଘରର ନବୀକରଣ କରାଯାଉଛି
ONTOLOGY:
कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
bdबानायफिननाय
gujનવીનીકરણ
kanನವೀಕರಣ
kasشیرٕ پٲر
malനവീകരണം
mniꯅꯧꯊꯣꯛꯍꯟꯕꯒꯤ꯭ꯊꯕꯛ
nepनवीनीकरण
sanनवीकरणम्
telనవీనీకరణ
urdتجدید
କିଛି ନୂଆ କରିବାର କ୍ରିୟା
Ex. ତାଠାରେ ନବୀକରଣର ଉତ୍ସାହ ରହିଛି
ONTOLOGY:
कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
SYNONYM:
ସଂସ୍କାରସାଧନ ନବପ୍ରବର୍ତ୍ତନ
Wordnet:
bdजागायनाय
benনতুন কিছু করা
gujઅભિનવ
hinअभिनवन
kanಪರಿವರ್ತನೆ
kasنٔوۍ خَیال
kokनवनिर्माण
malപുതിയകാര്യംചെയ്യല്
mniꯑꯅꯧꯕ꯭ꯄꯣꯠ꯭ꯄꯨꯊꯣꯛꯄ
nepअभिनवन
panਅਭਿਨਵਨ
sanप्रवर्तनम्
urdجدت طرازی