Dictionaries | References

ଧାରାବାହିକ

   
Script: Odia

ଧାରାବାହିକ

ori.wordnet.indo | Oriya  Oriya |   | 
 adjective  ଯାହା ନ ଅଟକି ଏକ ସୂତ୍ରରେ ଧାରାବାହିକ ରୂପେ ଚାଲୁଥାଏ   Ex. ତାଙ୍କର ଧାରାବାହିକ ଲେଖା ପ୍ରତି ଶନିବାର ଖବରକାଗଜରେ ବାହାରୁଛି
ONTOLOGY:
गुणसूचक (Qualitative)विवरणात्मक (Descriptive)विशेषण (Adjective)
 noun  ଟିଭି,ରେଡ଼ିଓ ଆଦି ମାଧ୍ୟମରେ ପ୍ରସାରିତ ହେଉଥିବା ସେହି ଘଟଣାକ୍ରମ ପ୍ରଧାନ ନାଟକ ଆଦି ଯାହା କୌଣସି ବିଶେଷ ଚରିତ୍ରର ଦୈନନ୍ଦିନ ଜୀବନକୁ ଦର୍ଶାଇ ଥାଏ   Ex. ଟିଭିରେ ପ୍ରସାରିତ ହେଉଥିବା ସବୁ ଧାରାବାହିକ କାହାଣୀ ମୋତେ ପରସ୍ପରସହ ସମ୍ବନ୍ଧିତ ହେଲାଭଳି ଲାଗୁଛି
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
   see : କ୍ରମାଗତ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP