Dictionaries | References

ଦୁର୍ବଳତା

   
Script: Odia

ଦୁର୍ବଳତା

ori.wordnet.indo | Oriya  Oriya |   | 
 noun  ବଳ ବା ଶକ୍ତିହେବା ବା ବହୁତ କମହେବାର ଅବସ୍ଥା   Ex. ଦୁର୍ବଳତାହେତୁ ମହେଶ ଚାଲି ପାରୁନି
ONTOLOGY:
शारीरिक अवस्था (Physiological State)अवस्था (State)संज्ञा (Noun)
 noun  କୌଣସି ବ୍ୟକ୍ତି ପାଇଁ ଯେ ସବୁଠାରୁ ପ୍ରିୟ ଏବଂ ଯାହା ପାଇଁ ସେ କୌଣସି ବି କାମ କରିବା ପାଇଁ ପ୍ରସ୍ତୁତ   Ex. ତାଙ୍କର ଝିଅ ହିଁ ତାଙ୍କର ଦୁର୍ବଳତା/ ମଦ ହିଁ ତାଙ୍କର ଦୁର୍ବଳତା
ONTOLOGY:
संज्ञा (Noun)
 noun  ଦୁର୍ବଳ ହେବାର ଅବସ୍ଥା   Ex. ରୋଗରୁ ଉଠିବା ପରେ ଶରୀରରେ ଦୁର୍ବଳତା ରହିବା ସ୍ୱାଭାବିକ
ONTOLOGY:
शारीरिक अवस्था (Physiological State)अवस्था (State)संज्ञा (Noun)
 noun  ପତଳା ହେବାର ଅବସ୍ଥା   Ex. ତାଙ୍କ ଦୁର୍ବଳତା ତାଙ୍କ କାର୍ଯ୍ୟକ୍ଷମତାରେ ବାଧା ଦିଏ ନାହିଁ
ONTOLOGY:
शारीरिक अवस्था (Physiological State)अवस्था (State)संज्ञा (Noun)
Wordnet:
kasزٲوِجیار , نِکیٚر
mniꯁꯣꯟꯗꯝ ꯅꯥꯗꯝꯕ
urdدبلا پن , لاغر پن , کمزوری , ناتوانی , ناطاقتی

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP