ଶସ୍ୟରୁ ଅଲଗା ହୋଇଯାଇଥିବା ଖଣ୍ଡ
Ex. ଶିକାରୀ ଗଛତଳେ ଦାନା ବିଞ୍ଚି ଦେଇଥିଲା
ONTOLOGY:
भाग (Part of) ➜ संज्ञा (Noun)
ଗୋଟିଏ ଛୋଟ ଗୋଲାକାର ବସ୍ତୁ
Ex. ପିଲା ଭାରି ଖୁସିରେ ଡାଳିମ୍ବ ଦାନା ଖାଉଛି
ONTOLOGY:
वस्तु (Object) ➜ निर्जीव (Inanimate) ➜ संज्ञा (Noun)
ପକ୍ଷୀମାନଙ୍କୁ ଖାଇବାପାଇଁ ଦିଆଯାଉଥିବା ଦାନାଆଦି
Ex. ଶ୍ୟାମା କୁକୁଡ଼ାକୁ ଦାନା ଦେଉଛି
ONTOLOGY:
खाद्य (Edible) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)