କାହାରିସହିତ ଲଢ଼ିବାପାଇଁ ତାକୁ କାବୁକରିବା
Ex. କୁସ୍ତିବାଜମାନେ ପରସ୍ପରକୁ ଛନ୍ଦିଥିଲେ
ONTOLOGY:
होना क्रिया (Verb of Occur) ➜ क्रिया (Verb)
ଦୂରକୁ ଦୌଡ଼ି ନ ପଳାଇବାପାଇଁ ଦୁଇଟି ଗାଈଙ୍କ ଗୋଡ଼କୁ ପରସ୍ପର ସହିତ ବାନ୍ଧିଦେବା
Ex. ଗାଈଚରାଳି ହଇରାଣ ହେବାରୁ ଦୁଇଟିଯାକ ଦୁଷ୍ଟଗାଈଙ୍କୁ ଛନ୍ଦିଦେଲା
ONTOLOGY:
कर्मसूचक क्रिया (Verb of Action) ➜ क्रिया (Verb)
ଗାଈ,ମଇଁଷି ଆଦି ଦୁହିଁବା ସମୟରେ ତାଙ୍କ ଗୋଡକୁ ଏକାଠି ବାନ୍ଧିବା
Ex. ଏହି ଦୁଷ୍ଟଗାଈକୁ ନ ଛନ୍ଦି ଆପଣ ଦୁହିଁ ପାରିବେ ନାହିଁ
ONTOLOGY:
कर्मसूचक क्रिया (Verb of Action) ➜ क्रिया (Verb)