Dictionaries | References

ଛନ୍ଦିବା

   
Script: Odia

ଛନ୍ଦିବା

ori.wordnet.indo | Oriya  Oriya |   | 
 verb  କାହାରିସହିତ ଲଢ଼ିବାପାଇଁ ତାକୁ କାବୁକରିବା   Ex. କୁସ୍ତିବାଜମାନେ ପରସ୍ପରକୁ ଛନ୍ଦିଥିଲେ
HYPERNYMY:
ONTOLOGY:
होना क्रिया (Verb of Occur)क्रिया (Verb)
 verb  ଦୂରକୁ ଦୌଡ଼ି ନ ପଳାଇବାପାଇଁ ଦୁଇଟି ଗାଈଙ୍କ ଗୋଡ଼କୁ ପରସ୍ପର ସହିତ ବାନ୍ଧିଦେବା   Ex. ଗାଈଚରାଳି ହଇରାଣ ହେବାରୁ ଦୁଇଟିଯାକ ଦୁଷ୍ଟଗାଈଙ୍କୁ ଛନ୍ଦିଦେଲା
ONTOLOGY:
कर्मसूचक क्रिया (Verb of Action)क्रिया (Verb)
 verb  ଗାଈ,ମଇଁଷି ଆଦି ଦୁହିଁବା ସମୟରେ ତାଙ୍କ ଗୋଡକୁ ଏକାଠି ବାନ୍ଧିବା   Ex. ଏହି ଦୁଷ୍ଟଗାଈକୁ ନ ଛନ୍ଦି ଆପଣ ଦୁହିଁ ପାରିବେ ନାହିଁ
ONTOLOGY:
कर्मसूचक क्रिया (Verb of Action)क्रिया (Verb)
Wordnet:
gujપગ બાંધવા
kanಹಿಂಗಾಲು ಕಟ್ಟಿಹಾಕು
malകാലുകളെ ബന്ധിക്കുക
urdپیرباندھنا , چھاننا
   see : ବାନ୍ଧିବା

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP