Dictionaries | References

ଘୁଙ୍ଗୁର

   
Script: Odia

ଘୁଙ୍ଗୁର

ori.wordnet.indo | Oriya  Oriya |   | 
 noun  ସେହି ଗୋଡ଼ିଯୁକ୍ତ ପୋଲା ଧାତୁ ଅଳଙ୍କାର ଯାହା ହଲିଲେ ଝୁମଝୁମ ବାଜେ   Ex. ପିଲାର ଅଣ୍ଟାରେ ଘୁଙ୍ଗୁର ବନ୍ଧା ହୋଇଥିଲା
HYPONYMY:
ଛୋଟ ଘୁଙ୍ଗୁର
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
 noun  ଧାତୁରେ ତିଆରି ହୋଇଥିବା ପୋଲା ଗୋଡ଼ିଯୁକ୍ତ ମାଳ   Ex. ସେ ଘୁଙ୍ଗୁର ପିନ୍ଧି ନାଚୁଥିଲା
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
 noun  ନାଚ କରୁଥିବା ଲୋକଙ୍କ ପାଦର ଏକ ଆଭୂଷଣ   Ex. ପ୍ରସିଦ୍ଧ ନର୍ତ୍ତକ ବୈଜୂ ମହାରାଜ ନିଜ ଘୁଙ୍ଗୁରଦ୍ୱାରା ନାନା ପ୍ରକାର ସ୍ୱର ବାହାର କରନ୍ତି
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP