ଯେଉଁଥିରେ ଉଷ୍ଣତା ରହିଛି
Ex. ବସନ୍ତ ଋତୁ ଶେଷ ହେଉଣୁ ପବନ ଗରମ ହେବାକୁ ଲାଗିଲାଣି
ONTOLOGY:
गुणसूचक (Qualitative) ➜ विवरणात्मक (Descriptive) ➜ विशेषण (Adjective)
ଯାହା ବହୁତ ଗରମ
Ex. ଥଣ୍ଡା ସମୟରେ ଗରମ ଚା’ ପିଇବାର ମଜା ଅଲଗା
ONTOLOGY:
तापसूचक (Temperature) ➜ विवरणात्मक (Descriptive) ➜ विशेषण (Adjective)
ଗରମ ସୃଷ୍ଟି କରିବା ବା ବଢ଼ାଉଥିବା
Ex. ଏହି କୋଟ୍ ବହୁତ ଗରମ
ONTOLOGY:
संबंधसूचक (Relational) ➜ विशेषण (Adjective)
ମଣିଷକୁ ଛାଡି ଅନ୍ୟ ସ୍ତନ୍ୟପାୟୀମାନଙ୍କର ସେହି ଅବସ୍ଥା ବା ସମୟ ଯେତେବେଳେ ସେମାନଙ୍କର ମୈଥୁନ ଉତ୍ତେଜନା ଏବଂ କାର୍ଯ୍ୟକଳାପ ଚରମସ୍ଥାନରେ ପହଞ୍ଚିଥାଏ
Ex. ଗରମ ଗାଈ ପଛରେ କେତେକ ଷଣ୍ଢ ଦୌଡୁଛନ୍ତି
ONTOLOGY:
जैविक अवस्था (Biological State) ➜ शारीरिक अवस्था (Physiological State) ➜ अवस्था (State) ➜ संज्ञा (Noun)