Dictionaries | References

ଗରମ

   
Script: Odia

ଗରମ

ori.wordnet.indo | Oriya  Oriya |   | 
 adjective  ଯେଉଁଥିରେ ଉଷ୍ଣତା ରହିଛି   Ex. ବସନ୍ତ ଋତୁ ଶେଷ ହେଉଣୁ ପବନ ଗରମ ହେବାକୁ ଲାଗିଲାଣି
MODIFIES NOUN:
ONTOLOGY:
गुणसूचक (Qualitative)विवरणात्मक (Descriptive)विशेषण (Adjective)
SYNONYM:
 adjective  ଯାହା ବହୁତ ଗରମ   Ex. ଥଣ୍ଡା ସମୟରେ ଗରମ ଚା’ ପିଇବାର ମଜା ଅଲଗା
MODIFIES NOUN:
ONTOLOGY:
तापसूचक (Temperature)विवरणात्मक (Descriptive)विशेषण (Adjective)
 adjective  ଗରମ ସୃଷ୍ଟି କରିବା ବା ବଢ଼ାଉଥିବା   Ex. ଏହି କୋଟ୍‌ ବହୁତ ଗରମ
MODIFIES NOUN:
ONTOLOGY:
संबंधसूचक (Relational)विशेषण (Adjective)
 adjective  ତାତି ଥିବା   Ex. ଗରମ ତାୱା ଉପରେ ହିଁ ରୋଟି ପକାଇବା ଦରକାର, ନହେଲେ ତାହା ଲାଗିଯିବ
MODIFIES NOUN:
SYNONYM:
Wordnet:
 noun  ମଣିଷକୁ ଛାଡି ଅନ୍ୟ ସ୍ତନ୍ୟପାୟୀମାନଙ୍କର ସେହି ଅବସ୍ଥା ବା ସମୟ ଯେତେବେଳେ ସେମାନଙ୍କର ମୈଥୁନ ଉତ୍ତେଜନା ଏବଂ କାର୍ଯ୍ୟକଳାପ ଚରମସ୍ଥାନରେ ପହଞ୍ଚିଥାଏ   Ex. ଗରମ ଗାଈ ପଛରେ କେତେକ ଷଣ୍ଢ ଦୌଡୁଛନ୍ତି
ONTOLOGY:
जैविक अवस्था (Biological State)शारीरिक अवस्था (Physiological State)अवस्था (State)संज्ञा (Noun)
   see : ତାପ, ଉତ୍ତେଜିତ, ଖରା, ଉଷ୍ମାଘାତ, ଉଷ୍ମ, ତରଳ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP