ଯେଉଁ ପଚାସଢ଼ା ବା କୃତ୍ରିମ ଜିନିଷ ଖେତର ଉତ୍ପାଦିକା ଶକ୍ତି ବଢ଼ାଇବା ନିମନ୍ତେ ସେଥିରେ ପକାଯାଇଥାଏ
Ex. ଖେତରେ ଖତ ପକାଇଲେ ତାହାର ଉର୍ବରା ଶକ୍ତି ବୃଦ୍ଧି ହୋଇଥାଏ
HYPONYMY:
କମ୍ପୋଷ୍ଟ ଖତ ରାସାୟନିକ ସାର ଖତ
ONTOLOGY:
वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
bdहासार
benসার
gujખાતર
hinखाद
kasکھاد
kokसारें
malവളം
marखत
mniꯍꯥꯔ
nepमल
panਖਾਦ
sanपांशुः
urdکھاد , فرٹیلائیزر
ଜମିର ଉର୍ବର ଶକ୍ତି ବଢ଼ାଇବାପାଇଁ ଦିଆ ଯାଉଥିବା ପାଉଁଶ,ଗୋବର ଓ ସଢ଼ାପଚା ଜିନିଷ
Ex. କୃଷକ ଜମିରେ ଖତ ପକାଉଛି
ONTOLOGY:
वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
gujપાંશુ
panਰੇਹ
urdپانس , پانشو