Dictionaries | References

କେନ୍ଦ୍ର

   
Script: Odia

କେନ୍ଦ୍ର

ori.wordnet.indo | Oriya  Oriya |   | 
 noun  ସେହି ସ୍ଥାନ ଯାହା କୌଣସି କାର୍ଯ୍ୟ ନିମନ୍ତେ ନିର୍ଦ୍ଧାରିତ ହୋଇଛି ବା ସେଠାରେ କୌଣସି କାର୍ଯ୍ୟ ବିଶେଷ ରୂପରେ ହୋଇଥାଏ   Ex. ଦିଲ୍ଲୀ ନେତାମାନଙ୍କ ନିମନ୍ତେ ଗୋଟିଏ ରାଜନୈତିକ କେନ୍ଦ୍ର
HYPONYMY:
ଆକାଶବାଣୀ କେନ୍ଦ୍ର ପ୍ରଶିକ୍ଷଣ କେନ୍ଦ୍ର ଅନ୍ତରୀକ୍ଷ କେନ୍ଦ୍ର ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ କେନ୍ଦ୍ର ବିତରଣ କେନ୍ଦ୍ର
ONTOLOGY:
भौतिक स्थान (Physical Place)स्थान (Place)निर्जीव (Inanimate)संज्ञा (Noun)
 noun  ଆପଣଙ୍କ ରୁଚିଥିବା ବା ଆପଣଙ୍କ ଧ୍ୟାନ କେନ୍ଦ୍ରିତ ହୋଇଥିବା ବସ୍ତୁ   Ex. ପଡିଆର ଖେଳୁଥିବା ଖେଳାଳି ଦର୍ଶକଙ୍କ ଆକର୍ଷଣର କେନ୍ଦ୍ର ହୋଇଥାଏ
ONTOLOGY:
वस्तु (Object)निर्जीव (Inanimate)संज्ञा (Noun)
 noun  ଜନ୍ମକୁଣ୍ଡଳୀରେ ଗ୍ରହଙ୍କ ପ୍ରଥମ, ଚତୁର୍ଥ, ସପ୍ତମ ଏବଂ ଦଶମତମ ସ୍ଥାନ   Ex. ଜ୍ୟୋତିଷେ କେନ୍ଦ୍ରକୁ ଶୁଭ ଫଳଦାୟୀ ବୋଲି କହୁଛନ୍ତି
ONTOLOGY:
भौतिक स्थान (Physical Place)स्थान (Place)निर्जीव (Inanimate)संज्ञा (Noun)
 noun  ଦେଶରେ ଶାସନ କରୁଥିବା ସରକାର ଯାହାଙ୍କ ମୁଖ୍ୟାଳୟ ଦେଶର ରାଜଧାନୀରେ ଥାଏ   Ex. କେନ୍ଦ୍ର ଚାଷୀଙ୍କ ନିମନ୍ତେ ନୂଆନୂଆ ଯୋଜନାସବୁ ପ୍ରଣୟନ କରୁଛି
Wordnet:
kasمَرکَزٕچ سرکار , مَرکِزٕچ حکوٗمَت
   see : କେନ୍ଦ୍ରବିନ୍ଦୁ, ଆଡ଼୍‌ଡ଼ା, ମଝି, ନାଭିକେନ୍ଦ୍ର

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP