Dictionaries | References

କୁମ୍ପା

   
Script: Odia

କୁମ୍ପା

ori.wordnet.indo | Oriya  Oriya |   | 
 noun  ଯେଉଁ ପାତ୍ରରେ ଟଙ୍କା-ପଇସା ସଂଗ୍ରହ କରାଯାଏ   Ex. ସେ ପ୍ରତିଦିନ କୁମ୍ପାରେ ଦଶ ଟଙ୍କା ପକାଉଛି
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
 noun  ଘିଅ, ତେଲଆଦି ରଖିବାପାଇଁ ଘଡ଼ି ଆକାରର ଚମଡ଼ା ତିଆରି ପାତ୍ର   Ex. କେତେକ ଗ୍ରାମୀଣ ସ୍ତ୍ରୀଲୋକ ଆଜି ବି ଘିଅ, ତେଲଆଦି କୁମ୍ପାରେ ରଖୁଛନ୍ତି
HYPONYMY:
କୁମ୍ପା ମଲସା
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
 noun  ଘିଅ,ତେଲ ଆଦି ରଖିବାପାଇଁ ବ୍ୟବହାର କରାଯାଉଥିବା ଚମଡ଼ାରେ ତିଆରି ଏକ ପ୍ରକାରର କୁମ୍ପା   Ex. ରାଧିକା କୁମ୍ପାରୁ ଘିଅ ବାହାର କରୁଛି
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP