noun କୌଣସି ଜଳ ବା ଜଳରେ ମିଶାଯାଇଥିବା ଅନ୍ନ, ଦୁଧ, ଦହି, ଫୁଲଆଦି ଯାହା ଦେବତାଆଦିଙ୍କୁ ଅର୍ପଣ କରାଯାଇଥାଏ
Ex.
ମୋର ବୁଢ଼ାବାପା ପ୍ରତିଦିନ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଦିଅନ୍ତି ONTOLOGY:
प्राकृतिक वस्तु (Natural Object) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
benঅর্ঘ্য
hinअर्घ्य
kanಅರ್ಗ್ಯ
kasاَرگ
kokअर्घ्य
malഅര്ഘ്യം
marअर्घ्य
tamஅர்ப்பணம்
telఅర్ఘ్యం
urdاردھیہ , ارگھ
noun ମହାପୁରୁଷଙ୍କ ଆଗମନ ସମୟରେ ତାଙ୍କ ହାତ ଧୋଇବାପାଇଁ ଦିଆ ଯାଉଥିବା ଜଳ
Ex.
ସେ ନଇଁପଡ଼ି ତାଙ୍କ ଗୁରୁଙ୍କ ହାତରେ ଅର୍ଘ୍ୟ ଢାଳିବା ଆରମ୍ଭ କଲେ ONTOLOGY:
प्राकृतिक वस्तु (Natural Object) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
noun ବରଯାତ୍ରୀ ଆସିବା ପରେ ସେମାନଙ୍କୁ ଦିଆଯାଉଥିବା ଜଳ
Ex.
ବରଯାତ୍ରୀ ଦୁଆର ନିକଟରେ ପହଞ୍ଚି ଗଲେଣି, ମାତ୍ର ଅର୍ଘ୍ୟ ଏବେସୁଦ୍ଧା ପହଞ୍ଚି ନାହିଁ ONTOLOGY:
प्राकृतिक वस्तु (Natural Object) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
noun କାହାରି ଆଗମନର ପ୍ରସନ୍ନତା ପ୍ରକଟ କରିବାପାଇଁ ଗଡ଼େଇ ଦିଆଯାଉଥିବା ଜଳ
Ex.
ସେ ମଥାରେ ଅର୍ଘ୍ୟ ନେଇ ନବବଧୂର ଆଗମନର ପ୍ରତୀକ୍ଷା କଲେ ONTOLOGY:
प्राकृतिक वस्तु (Natural Object) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
noun ପାଣି ଛିଟିକିବାର ପ୍ରକ୍ରିୟା
Ex.
ପୂଜା ଆରମ୍ଭ କରିବାପୂର୍ବରୁ ଅର୍ଘ୍ୟର ଆବଶ୍ୟକ ଥାଏ ONTOLOGY:
शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
benঅর্ঘ্য
kasآبہٕ چِھرکاو , ارگھ