Dictionaries | References

ସୁଦର୍ଶନ

   
Script: Odia

ସୁଦର୍ଶନ

ori.wordnet.indo | Oriya  Oriya |   | 
 adjective  ଯିଏ ଦେଖିବାକୁ ସୁନ୍ଦର   Ex. ଶିଶୁ କୃଷ୍ଣଙ୍କ ସୁଦର୍ଶନ ଛବି ଗୋପୀମାନଙ୍କ ମନ ମୋହିତ କରୁଥିଲା
MODIFIES NOUN:
ONTOLOGY:
बाह्याकृतिसूचक (Appearance)विवरणात्मक (Descriptive)विशेषण (Adjective)
Wordnet:
kasخۄشوٕنۍ , مٲرمٔنٛز
mniꯄꯖꯔꯕ
urd , خوبصورت , دلکش , حسین , جاذب نظر , پرکشش
 noun  ଏକ ପ୍ରକାରର ଧଳା ଫୁଲ   Ex. ମା ପୂଜା କରିବାପାଇଁ ବଗିଚାରି ସୁଦର୍ଶନ ଫୁଲ ତୋଳିଲେ
HOLO COMPONENT OBJECT:
ONTOLOGY:
भाग (Part of)संज्ञा (Noun)
 noun  ତ୍ରେତେୟାଯୁଗର ଯେଉଁ ଋଷି ଗଙ୍ଗାନଦୀ କୂଳରେ ରହୁଥିଲେ   Ex. ମହାଭାରତ ଯୁଦ୍ଧପରେ ଯୁଧିଷ୍ଠିରଙ୍କଦ୍ୱାରା କରାଯାଇଥିବା ଯଜ୍ଞର ସଫଳତାର ଘଣ୍ଟି କେବଳ ସୁଦର୍ଶନଙ୍କ ହାତରେ ହିଁ ବାଜିଲା
ONTOLOGY:
पौराणिक जीव (Mythological Character)जन्तु (Fauna)सजीव (Animate)संज्ञा (Noun)
 noun  ରାମଙ୍କ ପୂର୍ବଜ ଥିବା ଜଣେ ରଘୁବଂଶୀ   Ex. ସୁଦର୍ଶନ ଶଙ୍ଖଣଙ୍କ ପୁତ୍ର ଥିଲେ
ONTOLOGY:
पौराणिक जीव (Mythological Character)जन्तु (Fauna)सजीव (Animate)संज्ञा (Noun)
   see : ସୁଦର୍ଶନ ଚକ୍ର, ବୃଷକର୍ଣ୍ଣ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP