Dictionaries | References

ସଭ୍ୟତା

   
Script: Odia

ସଭ୍ୟତା

ori.wordnet.indo | Oriya  Oriya |   | 
 noun  କୌଣସି ଜାତି ବା ରାଷ୍ଟ୍ରର ସେହିସବୁକଥା ଯାହା ତାହାର ସୌଜନ୍ୟ ତଥା ଶିକ୍ଷିତଉନ୍ନତ ହେବାର ସୂଚକ ହୋଇଥାଏ   Ex. ହରପ୍ପା ଓ ମହେଞ୍ଜୋଦାରୋ ଭାରତର ପ୍ରାଚୀନ ସଭ୍ୟତାର ଉତ୍କୃଷ୍ଟ ଉଦାହରଣ
ONTOLOGY:
गुणधर्म (property)अमूर्त (Abstract)निर्जीव (Inanimate)संज्ञा (Noun)
 noun  ଗୋଟିଏ ବିଶେଷ କାଳରେ ଓ ସ୍ଥାନରେ ଗୋଟିଏ ବିଶେଷ ସମାଜ   Ex. ସେ ଭାରତର ଗୋଟିଏ ପ୍ରାଚୀନ ସଭ୍ୟତା ଉପରେ ଅଧ୍ୟୟନ କରୁଛି
ONTOLOGY:
समूह (Group)संज्ञा (Noun)
Wordnet:
kasکَلچر , ثقافَت , تَمَدُن

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP