ଗୋଟିଏ ପ୍ରକାରର ବହୁତ ଲମ୍ବା ଗଛ ଯାହାର କଢ଼ ଓ ଫଳରୁ ବାହାରୁଥିବା ସୁଗନ୍ଧିତ ତୈଳ ଔଷଧ ତିଆରି କାମରେ ଆସେ
Ex. ସେ ସଫେଦା ଉପରେ ଚଢ଼ିବାକୁ ଚେଷ୍ଟା କରୁଛି
ONTOLOGY:
वृक्ष (Tree) ➜ वनस्पति (Flora) ➜ सजीव (Animate) ➜ संज्ञा (Noun)
SYNONYM:
ଗନ୍ଧ ସଫେଦା ଗଂଧ ସଫେଦା
Wordnet:
gujસફેદો
hinसफ़ेदा
kanನೀಲಗಿರಿ ಮರ
kasسَفیدا
kokसफेदा (रूख)
malഗന്ധസഫേദ
panਸਫੈਦਾ
tamசபேதா ( white lead )
telఎర్ర గంధం
ଦସ୍ତା ଗୁଣ୍ଡ ଯାହାକୁ ଔଷଧ ରୂପେ ବ୍ୟବହାର କରାଯାଏ
Ex. ବୈଦ୍ୟ ବଜାରରୁ ସଫେଦା ମଗାଇଲେ
ONTOLOGY:
भाग (Part of) ➜ संज्ञा (Noun)
Wordnet:
benদস্তাচূর্ণ
gujજસતભસ્મ
kanವಂಗಭಸ್ಮ
malസഫേദ
marजस्तचूर्ण
tamவெள்ளை ஈயம்
telతగరంపొడి
urdسفیدا