Dictionaries | References ଶ ଶିରା Script: Odia Meaning Related Words ଶିରା ori.wordnet.indo | Oriya Oriya Rate this meaning Thank you! 👍 noun ଶରୀରର ଯେଉଁ ରକ୍ତ ଧମନଦ୍ୱାରା ଶରୀରର ଭିନ୍ନ ଭିନ୍ନ ଅଙ୍ଗକୁ ରକ୍ତ ଯାଇ ହୃଦୟରେ ପହଞ୍ଚେ Ex. ଶରୀରର ଅଶୁଦ୍ଧ ରକ୍ତ ଶିରା ମାଧ୍ୟମରେ ହୃଦୟ ପର୍ଯ୍ୟନ୍ତ ପହଞ୍ଚିଥାଏ ONTOLOGY:शारीरिक वस्तु (Anatomical) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)Wordnet:benশিরা gujશિરા hinशिरा kanತಲೆ malസിര marशीर panਸ਼ਿਰਾਵਾਂ sanधमनिः telసిర urdشریان noun ଚିନି ଆଦିକୁ ରାନ୍ଧି ପ୍ରସ୍ତୁତ କରାଯାଉଥିବା ରସ ଯେଉଁଥିରେ ମିଠା ଆଦିକୁ ବୁଡ଼ାଇ ରଖାଯାଏ Ex. ଗୁଡ଼ିଆ ଜିଲାପିଗୁଡ଼ିକୁ ଛାଣି ଚିନି ଶିରାରେ ପକାଉଥିଲା HOLO STUFF OBJECT:ଗୁଡ଼ଆମ୍ବ HYPONYMY:ଫଦକା ONTOLOGY:खाद्य (Edible) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)Wordnet:asmচেনিপানী bdसिनि बिदै gujચાસણી hinपाग kanಪಾಕ kasچاشنی kokपाक marपाक mniꯆꯤꯅꯤ꯭ꯃꯍꯤ nepपाक panਚਾਸ਼ਣੀ tamபாகு telపాకము urdشیرہ , پاک noun ପତ୍ରର ମଝିରେ-ମଝିରେ ରହିଥିବା ସରୁ ସରୁ ତନ୍ତୁ Ex. ମାଧୁର୍ଯ୍ୟା ଓସ୍ତପତ୍ରର ଶିରାକୁ ବହୁତ ସୁନ୍ଦରକରି ଆଙ୍କିଛି ONTOLOGY:प्राकृतिक वस्तु (Natural Object) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)Wordnet:kasرگ malഇലഞരമ്പ് tamநரம்பு(இலை) urdنس , رگ See : ଧମନୀ Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP