ଯେଉଁ ଚାଦରରେ ଶିବଙ୍କ ନାମ ଛପା ହୋଇଥାଏ
Ex. ମହାତ୍ମା ଶିବନାମୀ ଘୋଡ଼େଇ ହୋଇଛନ୍ତି
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
ଯାହା ଉପରେ ଶିବଙ୍କ ନାମ ସ୍ଥାନେ ସ୍ଥାନେ ଲେଖା ବା ଛପା ହୋଇଛି
Ex. ତାଙ୍କ ବେକରେ ଶିବନାମୀ ଗାମୁଛା ପଡ଼ିଛି
ONTOLOGY:
संबंधसूचक (Relational) ➜ विशेषण (Adjective)