କୌଣସି ଅଟ୍ଟାଳିକାରେ ବ୍ୟକ୍ତି,ଜିନିଷ ଆଦି ଏକ ମହଲାରୁ ଅନ୍ୟ ମହଲାକୁ ନେଇଯାଉଥିବା ଯନ୍ତ୍ର
Ex. ଆମେ ଲିଫ୍ଟରେ ଚତୁର୍ଥ ମହଲାକୁ ଗଲୁ
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
ଗନ୍ତବ୍ୟ ସ୍ଥାନକୁ ଯିବାପାଇଁ ସେହି ରାସ୍ତାରେ ଯାଉଥିବା କୌଣସି ଗାଡ଼ିରେ ବସି ମାଗଣାରେ କରୁଥିବା ଯାତ୍ରା
Ex. ଲୋକଟିଏ ମଝି ରାସ୍ତାରେ ଠିଆହୋଇ ଲିଫ୍ଟ ମାଗୁଥିଲା
ONTOLOGY:
कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)