Dictionaries | References

ରେକର୍ଡ଼

   
Script: Odia

ରେକର୍ଡ଼

ori.wordnet.indo | Oriya  Oriya |   | 
 noun  ଯେଉଁ ପୁସ୍ତକରେ କୌଣସି ବ୍ୟକ୍ତି, ବସ୍ତୁଆଦି ବିଷୟରେ ପରିଚୟ ବା ସୂଚନା ସୂଚୀତ କରାଯାଏ ବା ଲେଖାଯାଏ   Ex. ନିଆଁ ଲାଗିବାରୁ ବ୍ୟାଙ୍କର ସବୁ ରେକର୍ଡ଼ ଜଳି ନଷ୍ଟ ହୋଇଗଲା
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
SYNONYM:
ରେକର୍ଡ଼ ବୁକ୍‌ ଲେଖା ପୁସ୍ତକ
 noun  କୌଣସି ଭାଷଣ,ବ୍ୟାଖାନ ଆଦିର ରେକର୍ଡ଼ ହୋଇଥିବା ଲେଖାର ନକଲ   Ex. ତୁମେ ଆକାଶବାଣୀକୁ ଏକ ପତ୍ର ଲେଖି ଏହି ରେଡ଼ିଓ କାର୍ଯ୍ୟକ୍ରମର ରେକର୍ଡ଼ ମଗାଇପାର / ଏହି ପତ୍ରିକାରେ ଜଣେ ବଡ଼ ନେତାଙ୍କ ସାକ୍ଷାତ୍କାରର ରେକର୍ଡ଼ ଛପାହୋଇଛି
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
Wordnet:
malഎഴുതപെട്ട രൂപം
 noun  ଯେଉଁ ଚକ୍ରାକାର ବସ୍ତୁ ଉପରେ ଧ୍ୱନି ଅଭିଲେଖନ କରାଯାଏ   Ex. ସେହି ଫିଲ୍ମର ଗୀତଗୁଡ଼ିକର ବହୁତ ଅଧିକ ରେକର୍ଡ଼ ବିକ୍ରିହେଲା
   see : ପଞ୍ଜିକରଣ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP