Dictionaries | References

ରାସ

   
Script: Odia

ରାସ     

ori.wordnet.indo | Oriya  Oriya
noun  ପ୍ରାଚୀନ ଭାରତର ଗୋପୀମାନଙ୍କର କ୍ରୀଡ଼ା ଯେଉଁଥିରେ ସେମାନେ ମଣ୍ଡଳିକରି ନାଚକରୁଥିଲେ   Ex. ଗୋପୀ ଏବଂ ଗୋପବାସୀ ମିଶି ରାସ କରୁଥିଲେ
ONTOLOGY:
शारीरिक कार्य (Physical)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
ରାହାସ
Wordnet:
kanರಾಸ ಲೀಲೆ
malരാസലീല
marरास
sanरासक्रीडा
tamகிருஷ்ணகோபியர் விளையாட்டை
telరాసనృత్యం
noun  ଶ୍ରୀକୃଷ୍ଣଙ୍କ ବ୍ରଜ ଗୋପୀମାନଙ୍କ ସହିତ ଘେରମଧ୍ୟରେ କରୁଥିବା ନୃତ୍ୟ   Ex. ରାସ ଦେଖି ସମସ୍ତ ବ୍ରଜବାସୀ ପ୍ରସନ୍ନ ହେଉଥିଲେ
ONTOLOGY:
शारीरिक कार्य (Physical)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
ରାସଲୀଳା ରାସ ଲୀଳା
Wordnet:
gujરાસ
hinरास
kanರಾಸ
kokरास
marरासलीला
panਰਾਸ
sanरासलीला
tamகோபியர் கிருஷ்ணர் லீலை
telరాసనృత్యం
urdراس , راس لیلا
noun  କାର୍ତ୍ତିକ ମାସରେ ଘେରରେ ନୃତ୍ୟ କରି ପାଳନ କରାଯାଉଥିବା କୃଷ୍ଣ ଉତ୍ସବ   Ex. ସମସ୍ତେ ହସଖୁସିରେ ରାସରେ ଭାଗ ନେଉଛନ୍ତି
ONTOLOGY:
सामाजिक कार्य (Social)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
ରାସଲୀଳା
Wordnet:
benরাস
malരാസ്
marरासोत्सव
sanरासोत्सवः
noun  କୋଳ ବା ପୋଷ୍ୟପୁତ୍ର ଗ୍ରହଣ କରିବା କ୍ରିୟା   Ex. ମୋ ବଡ଼ଭଉଣୀର ବଡ଼ ପୁଅର ରାସ ତିନି ବର୍ଷ ବୟସରେ ହୋଇଥିଲା
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
ଦତ୍ତପୁତ୍ର
Wordnet:
bdखांनाय
kanದತ್ತು ಸ್ವೀಕಾರ
kasمَنٛگتہٕ انُن
kokपोसकें घेवप
malദത്തെടുക്കൽ
marदत्तकविधान
mniꯌꯣꯛꯅꯕꯒꯤ꯭ꯊꯕꯛ
tamதத்து
telదత్తత
noun  ଗୋଟିଏ ମାତ୍ରା ଛନ୍ଦ   Ex. ରାସର ପ୍ରତ୍ୟେକ ପାଦରେ ଆଠଟି,ଆଠଟି ଏବଂ ଛଅଟିର ହିସାବରେ ବାଇଶଟି ମାତ୍ରା ହୁଏ ଓ ଶେଷରେ ସଗଣ ଥାଏ
ONTOLOGY:
गुणधर्म (property)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
sanरासः
See : ରାସଲୀଳା, ଗଣ୍ଡା

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP