ବହୁମୂଲ୍ୟ ଚମକୁଥିବା ଖଣିଜ ପଦାର୍ଥ ଯାହା ଆଭୂଷଣଆଦିରେ ଲଗାଯାଏ
Ex. ହୀରା, ନୀଳା, ମୋତିଆଦିକୁ ରତ୍ନରେ ଗଣାଯାଏ
HOLO MEMBER COLLECTION:
ରତ୍ନମାଳା ରତ୍ନ
HYPONYMY:
ମୁକ୍ତା ପ୍ରବାଳ ବୈଦୂର୍ଯ୍ୟ ମଣି ମାଣିକ ବହୁମୂଲ୍ୟ ରତ୍ନ ଶସ୍ତାରତ୍ନ ଗୋମେଦ ମଥାମଣି ପରଶ ମଣି ମର୍କତ ମଣି କୌସ୍ତୁଭ ମଣି ଚନ୍ଦ୍ରକାନ୍ତ ମଣି ଭୀଷ୍ମମଣି ବାଁବାଛୋଡ଼ୀ ପାଲଙ୍କ ଲାଲଡ଼ୀ ରତ୍ନ ଦୁଗ୍ଧାକ୍ଷ ହାତୀ ନାଗମଣି ପାଟଲୋପଲ ରାଜାବର୍ତ୍ତ ବୁନ୍ଦା ଫୀରୋଜା ଅମ୍ବର ମୀନା ଉଲୂକମଣି ମାସର ମଣି ଘୃତମଣି ତେଲମଣି ଭୀଷ୍ମକମଣି ଉପଳକ ମଣି ହକୀକ ରତ୍ନ ମଣି ଚିନ୍ତାମଣି ରତ୍ନ ଆବର୍ତ୍ତ ସ୍ୟମନ୍ତକ
ONTOLOGY:
वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
asmৰত্ন
bdरत्न
benরত্ন
gujરત્ન
hinरत्न
kanರತ್ನ
kasنگ , رَتَن
kokरत्न
malരത്നക്കല്ലു്
marरत्न
mniꯔꯇꯅ꯭
panਰਤਨ
sanमणिः
tamரத்தினம்
urdجواہر , نگینہ , نگ
ହୀରା, ମୋତିଆଦି ରତ୍ନସମୂହ
Ex. ରାଜମୁକୁଟରେ ଅନେକ ରତ୍ନ ଖଚିତ ହୋଇଛି
MERO MEMBER COLLECTION:
ରତ୍ନ
ONTOLOGY:
समूह (Group) ➜ संज्ञा (Noun)
Wordnet:
asmৰত্নমণিক
benজহরত
gujઝવેરાત
hinजवाहिरात
kasلال
kokमाणीकमोतीं
malനവരത്നങ്ങൾ
marजवाहीर
mniꯁꯥꯅ ꯂꯨꯄꯥ
panਜਵਾਹਰਾਤ
sanरत्नम्
tamரத்தினக்கல்
urdجواہرات
ଯେ ନିଜ ଜାତି,ବର୍ଗ ଆଦି ଆଡୁ ବହୁତ ଭଲ ବା ଆଗୁଆ ଥାଏ
Ex. ତାଜମହଲକୁ ଇସଲାମୀ କଳାର ରତ୍ନ ବୋଲି ବିଚାର କରାଯାଏ
ONTOLOGY:
गुण (Quality) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
gujરત્ન
kasرَتَن
malമകുടോദാഹരണം