Dictionaries | References

ମାଳତୀ

   
Script: Odia

ମାଳତୀ

ori.wordnet.indo | Oriya  Oriya |   | 
 noun  ସୁଗନ୍ଧିତ ଫୁଲର ଏକ ଗଛ   Ex. ସାଧୁ ମହାରାଜା ନିଜ କୁଡିଆ ଚାରିପଟେ ମାଳତୀ ଫୁଲ ଲଗେଇଛନ୍ତି
MERO COMPONENT OBJECT:
ମାଳତୀ
ONTOLOGY:
झाड़ी (Shrub)वनस्पति (Flora)सजीव (Animate)संज्ञा (Noun)
 noun  ଛୋଟ ଧଳା ରଙ୍ଗର ଫୁଲ ଯାହା ବହୁତ ସୁବାସିତ   Ex. ତାଙ୍କ ଘର ସାମ୍ନାରେ ଚାଲି ଗଲାବେଳେ ମାଳତୀ ଫୁଲର ବାସ୍ନା ଆସେ
HOLO COMPONENT OBJECT:
ମାଳତୀ
ONTOLOGY:
प्राकृतिक वस्तु (Natural Object)वस्तु (Object)निर्जीव (Inanimate)संज्ञा (Noun)
Wordnet:
kasیاسمیٖن تٔھر
urdچنبیلی , یاسمین , یاسمن , سمن , چمیلی
 noun  ଏକ ଘନ ଲତା ଯାହାର ଫୁଲ ବହୁତ ଭଲ ଲାଗେ   Ex. ଆମ ଫୁଲବଗିଚାରେ ମାଳତୀ ମଧ୍ୟ ଲାଗିଛି
MERO COMPONENT OBJECT:
ମାଳତୀ
ONTOLOGY:
लता (Climber)वनस्पति (Flora)सजीव (Animate)संज्ञा (Noun)
 noun  ଏକ ପ୍ରକାରର ଧଳା ସୁଗନ୍ଧିତ ଫୁଲ   Ex. ମାଳତୀର ସୁବାସ ସାରା ବଗିଚାରେ ଭରିଯାଇଛି
HOLO COMPONENT OBJECT:
ମାଳତୀ
ONTOLOGY:
भाग (Part of)संज्ञा (Noun)
 noun  ଜାଇ ଭଳି ଏକ ପ୍ରକାରର ଲତାରେ ଫୁଟୁଥିବା ଫୁଲ   Ex. ବଗିଚାରେ ମାଳତୀ ବହୁତ ମହକୁଛି
HOLO COMPONENT OBJECT:
ONTOLOGY:
भाग (Part of)संज्ञा (Noun)
 noun  ବାରଟି ବର୍ଣ୍ଣକୁ ନେଇ ଗୋଟିଏ ବର୍ଣ୍ଣବୃତ୍ତ   Ex. ମାଳତୀର ପ୍ରତ୍ୟେକ ଚରଣରେ କ୍ରମରେ ନଗଣ, ଜଗଣ, ଜଗଣ ଏବଂ ରଗଣ ଥାଏ
ONTOLOGY:
गुणधर्म (property)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
urdمالتی , اِندَو
 noun  ଛଅଟି ବର୍ଣ୍ଣକୁ ନେଇ ଗୋଟିଏ ବର୍ଣ୍ଣବୃତ୍ତ   Ex. ମାଳତୀର ପ୍ରତ୍ୟେକ ପାଦରେ ଦୁଇଟି ଜଗଣ ଥାଏ
ONTOLOGY:
गुणधर्म (property)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
   see : ମତ୍ତଗୟଂଦ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP