ଗୁଣ, ଯୋଗ୍ୟତା, ତୀବ୍ରତା ବା ସାମାନ୍ୟ ଅବସ୍ଥା ଆଦିରେ କମ ହେବାର କାରଣ
Ex. ୟୁରୋପୀୟ ବଜାରରେ ମାନ୍ଦା ଅବସ୍ଥା ନେଇ ଭାରତୀୟ ବଜାରରେ ମଧ୍ୟ ମାନ୍ଦାବସ୍ଥା ଦେଖାଦେଇଛି
ONTOLOGY:
अवस्था (State) ➜ संज्ञा (Noun)
ଅର୍ଥଶାସ୍ତ୍ର ଅନୁସାରେ ବଜାରର ଏହି ଅବସ୍ଥା ଯେଉଁଥିରେ ଲୋକଙ୍କ କିଣିବାର କ୍ଷମତା କମିବା କାରଣରୁ ବସ୍ତୁର ବିକ୍ରି କମିବାରେ ଲାଗେ
Ex. ମାନ୍ଦାବସ୍ଥାର ପ୍ରଭାବ ଗ୍ରାହାକ ଏବଂ ବିକ୍ରେତା ଦୁହିଁଙ୍କ ଉପରେ ପଡିଥାଏ
HYPONYMY:
ଆର୍ଥିକ ମାନ୍ଦାସ୍ଥିତି
ONTOLOGY:
भौतिक अवस्था (physical State) ➜ अवस्था (State) ➜ संज्ञा (Noun)
Wordnet:
gujમંદી
kanಧಾರಣೆ ಕುಸಿತ
sanप्रतिसरणम्