Dictionaries | References

ମହାବିଦ୍ୟାଳୟ

   
Script: Odia

ମହାବିଦ୍ୟାଳୟ

ori.wordnet.indo | Oriya  Oriya |   | 
 noun  ଏକ ବଡ଼ ବିଦ୍ୟାଳୟ ଭବନ ଯେଉଁଥିରେ ସାଧାରଣ ବିଦ୍ୟାଳୟ ବ୍ୟତୀତ ତାଠାରୁ ଉଚ୍ଚ ଶ୍ରେଣୀର ବିଦ୍ୟାର୍ଥୀଙ୍କୁ ଶିକ୍ଷା ଦିଆଯାଏ   Ex. ସହର ବାହାରେ ଏକ ନୂଆ ମହାବିଦ୍ୟାଳୟର ନିର୍ମାଣ ଚାଲିଛି
HYPONYMY:
ଆବାସିକ ମହାବିଦ୍ୟାଳୟ
ONTOLOGY:
भौतिक स्थान (Physical Place)स्थान (Place)निर्जीव (Inanimate)संज्ञा (Noun)
SYNONYM:
 noun  ସାଧାରଣ ବିଦ୍ୟାଳୟଠାରୁ ଅତିରିକ୍ତ ଉନ୍ନତମାନର ଉଚ୍ଚକକ୍ଷରେ ବିଦ୍ୟାର୍ଥୀଙ୍କୁ ଶିକ୍ଷା ଦିଆଯାଉଥିବା ବିଦ୍ୟାଳୟ   Ex. ମୋର ଜେଜେ ଏହି ମହାବିଦ୍ୟାଳୟର ଅଧ୍ୟକ୍ଷ
ONTOLOGY:
समूह (Group)संज्ञा (Noun)
SYNONYM:

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP