Dictionaries | References

ବିନିଯୋଗ

   
Script: Odia

ବିନିଯୋଗ

ori.wordnet.indo | Oriya  Oriya |   | 
 noun  କୌଣସି ଫଳ ଉଦ୍ଦେଶ୍ୟରେ ଏକ ବସ୍ତୁର ଉପଯୋଗ   Ex. କୋଟିକୋଟି ଟଙ୍କାରୁ ମଧ୍ୟ ଅଧିକ ଅନୁପୂରକ ଦାବି ଓ ସେହି ସମ୍ବନ୍ଧୀୟ ବିନିଯୋଗ ବିଧେୟକକୁ ଗୃହୀତ କରିଦେଲେ
HYPONYMY:
ବିନିଯୋଗ
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
 noun  ବ୍ୟବସାୟରେ ପୁଞ୍ଜି ଲଗାଇବା ପ୍ରକ୍ରିୟା   Ex. ସେ ପ୍ରତିବର୍ଷ ନିଜ ଆୟର ପ୍ରାୟ ଅଧା ବିନିଯୋଗ କରନ୍ତି
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
 noun  ସମ୍ପତ୍ତି ଆଦି(ବିକ୍ରୟ ବା ଦାନ ଆଦିଦ୍ୱାରା) ଅନ୍ୟକୁ ଦେବାର ପ୍ରକ୍ରିୟା   Ex. ସେ ବିନିଯୋଗପାଇଁ ଉଚିତ ବ୍ୟକ୍ତିଙ୍କ ଅନ୍ୱେଷଣରେ ଅଛନ୍ତି
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
kasتَقسیٖم , بٲگراوُن
mniꯂꯩꯕ꯭ꯌꯣꯟꯕ
 noun  ବୈଦିକ ରୀତିରେ ହେଉଥିବା ମନ୍ତ୍ରର ପ୍ରୟୋଗ   Ex. ମନ୍ତ୍ର ବିନିଯୋଗର ପାଞ୍ଚୋଟି ଅଙ୍ଗ ରହିଛି
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
kasبٲگرَن , تَقسیٖم
marवैदिक कृत्यांतील मंत्रप्रयोग
   see : କାମ, ଖର୍ଚ୍ଚ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP