Dictionaries | References

ବନ୍ଦ

   
Script: Odia

ବନ୍ଦ

ori.wordnet.indo | Oriya  Oriya |   | 
 adjective  ରୁନ୍ଧିତ ହେବା ବା ଅଟକିବା   Ex. ସେ ବନ୍ଦ ନଳୀକୁ ସଫା କରୁଛି
ONTOLOGY:
गुणसूचक (Qualitative)विवरणात्मक (Descriptive)विशेषण (Adjective)
 adjective  (କବାଟ, ଢାଙ୍କୁଣୀ ଆଦି) ଯାହା ଏଭଳି ସ୍ଥିତିରେ ଥାଏ ଯାହାଫଳରେ କୌଣସି ବସ୍ତୁ ଭିତରୁ ବାହାରକୁ ବା ବାହାରୁ ଭିତରକୁ ଯାଇପାରିବନାହିଁ   Ex. ଛାତ୍ରବାସର ମୁଖ୍ୟ ଦ୍ୱାର ଆଠଟାରେ ବନ୍ଦ ହୋଇଯାଏ
MODIFIES NOUN:
ONTOLOGY:
अवस्थासूचक (Stative)विवरणात्मक (Descriptive)विशेषण (Adjective)
 adjective  ଅଟକା ହୋଇଥିବା   Ex. ସେ ନିଶ୍ୱାସ ବନ୍ଦ କରି ନଟର ଖେଳ ଦେଖୁଥିଲା
ONTOLOGY:
अवस्थासूचक (Stative)विवरणात्मक (Descriptive)विशेषण (Adjective)
Wordnet:
hinथमा हुआ
mniꯐꯨꯡꯒꯠꯂꯨꯔꯕ
panਰੁਕਿਆ ਹੋਇਆ
tamமூச்சைப் பிடித்துக் கொண்டு
urdتھما ہوا , بند , محصور , مسدود
 noun  ସମ୍ପୂର୍ଣ୍ଣ ରୂପେ ରହିବା ବା ବନ୍ଦ ହେବାର କାମ   Ex. ବର୍ତ୍ତମାନ ଏହି ପରିଯୋଜନାକୁ ବନ୍ଦ କରିଦିଆଗଲା
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
   see : ବାଧା, ନିଷେଧ, ଅଟକିଥିବା

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP