କାହାର ଅଧୀନରେ ରହି ଅଥବା କାହାର ସ୍ଥାନରେ ତା ତରଫରୁ କାମକରିବା ଲୋକ
Ex. ରାମ ଛୁଟିରେ ଯିବା ପୂର୍ବରୁ ନିଜ ବଦଳିଆ ନିଯୁକ୍ତ କରିଦେଇଛି
ONTOLOGY:
व्यक्ति (Person) ➜ स्तनपायी (Mammal) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)
ଯେଉଁ ରୀତିରେ କୃଷକ ଆବଶ୍ୟକତା ପଡ଼ିବାରୁ ଅନ୍ୟର ବିଲରେ କାମ କରେ ଏବଂ ତା ବଦଳରେ ସେ ମଧ୍ୟ କାମ କରାଇ ନେଇଥାଏ
Ex. ଗରିବ କୃଷକ ବଦଳିଆ କରି ମଜୁରି ବଞ୍ଚେଇଥାଏ
ONTOLOGY:
कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
ଯେଉଁ ଦିନ ଜଣେ କୃଷକ ଆବଶ୍ୟକ ପଡ଼ିବାରୁ ଅନ୍ୟ ବିଲରେ କାମ କରେ ଏବଂ ତା ବଦଳରେ ସେ ମଧ୍ୟ ନିଜ କାମ କରାଇନିଏ
Ex. କାଲି ବଦଳିଆ ଥିଲା ସେଥିପାଇଁ ଆପଣଙ୍କୁ ଭେଟି ପାରିଲିନାହିଁ
ONTOLOGY:
अवधि (Period) ➜ समय (Time) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)