Dictionaries | References

ପ୍ରତିଯୋଗିତା

   
Script: Odia

ପ୍ରତିଯୋଗିତା

ori.wordnet.indo | Oriya  Oriya |   | 
 noun  କୌଣସି କାମରେ ଅନ୍ୟମାନଙ୍କଠାରୁ ଆଗକୁ ବଢ଼ିବା ପ୍ରଯତ୍ନ   Ex. ଆଜିକାଲି କମ୍ପାନୀମାନଙ୍କ ମଧ୍ୟରେ ପ୍ରତିଯୋଗିତା କାରଣରୁ ବଜାରକୁ ପ୍ରତିଦିନ ନୂଆ ଉତ୍ପାଦନ ଆସୁଅଛି
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
 noun  ଯେଉଁ ଆୟୋଜିତ ସୁଯୋଗ, କାମ ଆଦିରେ ସାମିଲ ହୋଇଥିବା ପ୍ରତିଯୋଗୀମାନଙ୍କ ମଧ୍ୟରୁ ଜଣକୁ ବିଜେତା ଭାବରେ ମନୋନୀତ କରାଯାଏ   Ex. ମନୋହର ବିଦ୍ୟାଳୟର ବାର୍ଷିକ ପ୍ରତିଯୋଗିତାରେ ଭାଗ ନେଉଅଛି ଏଥର ରମେଶର ପ୍ରତିଦ୍ୱନ୍ଦିତା ଜଣେ ନାମୀ ପହେଲମାନ ସହିତ ହେବ
ONTOLOGY:
सामाजिक कार्य (Social)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
   see : ତୁଳନା

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP