Dictionaries | References

ପିଙ୍ଗଳା

   
Script: Odia

ପିଙ୍ଗଳା

ori.wordnet.indo | Oriya  Oriya |   | 
 adjective  ହଠଯୋଗ ଏବଂ ତନ୍ତ୍ର ଅନୁସାରେ ଶରୀରର ତିନି ପ୍ରଧାନ ନାଡ଼ିମାନଙ୍କ ମଧ୍ୟରୁ ଗୋଟିଏ   Ex. ପିଙ୍ଗଳା ଆମ ଶରୀରସ୍ଥ ମେରୁଦଣ୍ଡର ଡାହାଣ ପଟରେଥାଏ
MODIFIES NOUN:
ONTOLOGY:
अवस्थासूचक (Stative)विवरणात्मक (Descriptive)विशेषण (Adjective)
SYNONYM:
 noun  ହଠଯୋଗ ଏବଂ ତନ୍ତ୍ର ଅନୁସାରେ ଶରୀରର ତିନୋଟି ପ୍ରଧାନ ନାଡ଼ିମାନଙ୍କ ମଧ୍ୟରୁ ଗୋଟିଏ   Ex. ପିଙ୍ଗଳା ଆମ ଶରୀରସ୍ଥ ମେରୁଦଣ୍ଡର ଡାହାଣ ପଟରେ ଥାଏ
ONTOLOGY:
प्राकृतिक वस्तु (Natural Object)वस्तु (Object)निर्जीव (Inanimate)संज्ञा (Noun)
SYNONYM:
 noun  ପୁରାଣରେ ବର୍ଣ୍ଣିତ ଜଣେ ବେଶ୍ୟା   Ex. ପିଙ୍ଗଳାର ଉଲ୍ଲେଖ ବହୁତ କମ୍‌ ମିଳେ
ONTOLOGY:
पौराणिक जीव (Mythological Character)जन्तु (Fauna)सजीव (Animate)संज्ञा (Noun)
 noun  ଦକ୍ଷିଣର ଦିଗ୍ଗଜଙ୍କ ପତ୍ନୀ   Ex. ପିଙ୍ଗଳାଙ୍କ ଉଲ୍ଲେଖ ପ୍ରାଚୀନ କଥାରେ ମିଳେ
ONTOLOGY:
पौराणिक जीव (Mythological Character)जन्तु (Fauna)सजीव (Animate)संज्ञा (Noun)
 noun  ଗୋଟିଏ ପ୍ରକାରର ପକ୍ଷୀ   Ex. ପିଙ୍ଗଳା ଆମ୍ବଡାଳରେ ବସିଛି
ONTOLOGY:
पक्षी (Birds)जन्तु (Fauna)सजीव (Animate)संज्ञा (Noun)
 noun  ରାଜା ଭରଥରୀଙ୍କ ପତ୍ନୀ   Ex. ପିଙ୍ଗଳାଙ୍କ ଉଲ୍ଲେଖ ପ୍ରାଚୀନ କଥାମାନଙ୍କରେ ମିଳେ
ONTOLOGY:
पौराणिक जीव (Mythological Character)जन्तु (Fauna)सजीव (Animate)संज्ञा (Noun)
Wordnet:

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP