Dictionaries | References

ପିଇବା

   
Script: Odia

ପିଇବା

ori.wordnet.indo | Oriya  Oriya |   | 
 verb  ତରଳ ବସ୍ତୁକୁ ମୁହଁରୁ ଗଳା ତଳକୁ ଖସାଇବା   Ex. ସେ କ୍ଷୀର ପିଉଛି
ONTOLOGY:
()कर्मसूचक क्रिया (Verb of Action)क्रिया (Verb)
 verb  ମଦ୍ୟ ସେବନ କରିବା   Ex. ପର୍ବପର୍ବାଣି ଦିନରେ ବି ସେ ପିଅନ୍ତି
ONTOLOGY:
()कर्मसूचक क्रिया (Verb of Action)क्रिया (Verb)
 verb  କୌଣସି ବସ୍ତୁକୁ ଆବଶ୍ୟକତାରୁ ଅଧିକ ଉପଯୋଗ କରିବା ବା ନଷ୍ଟ କରିବା   Ex. ଏହି ଗାଡ଼ି ବହୁତ ପେଟ୍ରୋଲ ପିଉଛି
ONTOLOGY:
कर्मसूचक क्रिया (Verb of Action)क्रिया (Verb)
   see : ଶୋଷଣ କରିବା, ପାନ, ବୁଡ଼ିବା

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP