ଏକ ପ୍ରକାରର ଛୋଟଗଛ ଯାହାର ପତ୍ର ତଳେ ସରୁ ଡାଳ ବାହାରି ସେଥିରେ ଫଳ ଫଳେ
Ex. ପାତାଳଅଁଳା ଫଳ ଔଷଧ ରୂପେ ବ୍ୟବହାର ହୋଇଥାଏ
MERO COMPONENT OBJECT:
ପାତାଳଅଁଳା
ONTOLOGY:
झाड़ी (Shrub) ➜ वनस्पति (Flora) ➜ सजीव (Animate) ➜ संज्ञा (Noun)
ଏକ ପ୍ରକାର ଛୋଟଗଛରୁ ପ୍ରାପ୍ତ ଫଳ ଯାହାକୁ ଔଷଧ ରୂପେ ବ୍ୟବହାର କରାଯାଏ
Ex. କବିରାଜଙ୍କ ଅନୁସାରେ ପାତାଳଅଁଳା କାଶ, ରକ୍ତ, ପିତ୍ତ, କଫ ଆଦିପାଇଁ ଗୁଣକାରୀ ହୋଇଥାଏ
HOLO COMPONENT OBJECT:
ପାତାଳଅଁଳା
ONTOLOGY:
प्राकृतिक वस्तु (Natural Object) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)