Dictionaries | References

ପଦାତିକ

   
Script: Odia

ପଦାତିକ

ori.wordnet.indo | Oriya  Oriya |   | 
 noun  କୌଣସି ବାହାନ ଉପରେ ନଚଢ଼ି ଭୂଇଁରେ ରହି ଯୁଦ୍ଧ କରୁଥିବା ସେନାଦଳ   Ex. ପ୍ରାଚୀନ କାଳର ଯୁଦ୍ଧରେ ପଦାତିକମାନଙ୍କର ବଡ଼ ମହତ୍ୱ ଥିଲା
HOLO MEMBER COLLECTION:
ONTOLOGY:
समूह (Group)संज्ञा (Noun)
 adjective  ପାଦରେ ଚାଲି କେଉଁଠାକୁ ଯିବା ବ୍ୟକ୍ତି   Ex. ପଦାତିକ ସୈନିକ ଶୋଷରେ କଷ୍ଟ ପାଉଥିଲେ
MODIFIES NOUN:
ONTOLOGY:
गुणसूचक (Qualitative)विवरणात्मक (Descriptive)विशेषण (Adjective)
 noun  ଯେଉଁ ସିପାହୀ ପାଖରେ ଘୋଡ଼ା ବା ଅନ୍ୟ କୌଣସି ବାହନ ନ ଥାଏ   Ex. ସେନା ଆକ୍ରମଣ ସମୟରେ ଶତ୍ରୁପକ୍ଷର ଶହଶହ ପଦାତିକ ମୃତାହତ ହେଲେ
ONTOLOGY:
व्यक्ति (Person)स्तनपायी (Mammal)जन्तु (Fauna)सजीव (Animate)संज्ञा (Noun)
   see : ସିପାହୀ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP